ଇଣ୍ଡିଆ ମେଣ୍ଟ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଚଳିତ ଶୀତକାଳୀନ ସଂସଦୀୟ ଅଧିବେଶନରେ ଉଭୟ ରାଜ୍ୟସଭା ଓ ଲୋକସଭାର ୧୪୧ ଜଣ ସଦସ୍ୟଙ୍କୁ ଲୋକସଭା ବାଚସ୍ପତି ନିଲମ୍ବନ କରିବା ଦ୍ଵାରା ଭାରତୀୟ ଗଣତନ୍ତ୍ରରେ ଏକ ଗଣତାନ୍ତ୍ରିକ ମୂଲ୍ୟବୋଧର ହତ୍ୟା ବୋଲି ବିରୋଧି କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ସମାଲୋଚନା କରିଛି। ଏଥିପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶରେ ଆଜି ନବରଙ୍ଗପୁର ଜିଲା କଂଗ୍ରେସ କମିଟି ତରଫରୁ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲାର ବରିଷ୍ଠ ସଦସ୍ୟ ମାନେ ମିଶି ଏହି […]

ଇଣ୍ଡିଆ ମେଣ୍ଟ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଚଳିତ ଶୀତକାଳୀନ ସଂସଦୀୟ ଅଧିବେଶନରେ ଉଭୟ ରାଜ୍ୟସଭା ଓ ଲୋକସଭାର ୧୪୧ ଜଣ ସଦସ୍ୟଙ୍କୁ ଲୋକସଭା ବାଚସ୍ପତି ନିଲମ୍ବନ କରିବା ଦ୍ଵାରା ଭାରତୀୟ ଗଣତନ୍ତ୍ରରେ ଏକ ଗଣତାନ୍ତ୍ରିକ ମୂଲ୍ୟବୋଧର ହତ୍ୟା ବୋଲି ବିରୋଧି କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ସମାଲୋଚନା କରିଛି। ଏଥିପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶରେ ଆଜି ନବରଙ୍ଗପୁର ଜିଲା କଂଗ୍ରେସ କମିଟି ତରଫରୁ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲାର ବରିଷ୍ଠ ସଦସ୍ୟ ମାନେ ମିଶି ଏହି ଅଗଣତାନ୍ତ୍ରିକ କାର୍ଯ୍ୟକୁ ନିନ୍ଦା କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେରେ ଧାରଣା ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।