ଇଭେଣ୍ଟ ପୂର୍ବରୁ ଶୋଇପଡିଲେ ଲଙ୍ଗଜମ୍ପର, ଉଠିବା ବେଳକୁ ଲାଗିଲା ସୁନା ଝଟ୍‌କା

ନୂଆଦିଲ୍ଲୀ ୦୬/୦୮: ବିଶ୍ୱ ରେକର୍ଡ ଅଧିକାରୀ ୟୁକ୍ରେନର ହାଇ ଜମ୍ପର ଖେଳାଳି । ନା ତାଙ୍କର ୟାରେସ୍ଲାବା ମହୁଖିଚ । ଏବେ ସେ ଅଲିମ୍ପିକ୍ସରେ ହାତେଇଛନ୍ତି ଗୋଲ୍ଡ ମେଡାଲ । ମେଡାଲ ଜିତିବା ପୂର୍ବରୁ ସେ ଶୋଇଥିବା ନଜର ଆସିଥିଲା । ଶୋଇବା ପରେ ସେ ଉଠିଲେ କମାଲ କଲେ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାଙ୍କର ସେହି ଶୋଇଥିବାର ଭିଡିଓ । ଆସନ୍ତୁ ଜାଣିବା ପୁରା ଘଟଣା... ସୂଚନା ଥାଉକି, ୨୨ ବର୍ଷୀୟ ୟାରୋସ୍ଲାବା ପ୍ୟାରିସ ଅଲିମ୍ପିକ୍ସରେ ୟୁକ୍ରେନ୍‌କୁ ପ୍ରଥମ ସୁନା ପଦକ ଦେଇଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ମହୁଖିଚ୍ ରିଲାକ୍ସ ଏବଂ ଫୋକସ କରିବାର ଏହି ଷ୍ଟାଇଲ୍‌କୁ ୨ ମିଟର ଓ୍ୱାର କ୍ଲିୟର କରିବା ପରେ ଗୋଲ୍ଡ ଜିତିଛନ୍ତି । ମହୁଖିଚ୍‌ଙ୍କ କହିବା କଥା ମୁଁ କିଛି ସମୟ ଶୋଇପଡିଥିଲି । ତେବେ ଶୋଇକି ଉଠିବା ପରେ ମୋତେ ଫ୍ରେସ୍ ଲାଗିଥିଲା । ବହୁତ ରିଲାକ୍ସ ଅନୁଭୂତ ହୋଇଥିଲା । ଫଳରେ ସହଜ ହୋଇପଡିଥିଲା ବିଜୟ । ତାଙ୍କ କୋଚ ସରେହି କହିଛନ୍ତି ତାଙ୍କ ପାଦରେ ରକ୍ତ ଜମାଟ ବାନ୍ଧିଥିଲା । ସେଥିପାଇଁ ତାଙ୍କୁ ସର୍ବଦା ଯୋଗ ମାର୍ଟ, ସ୍ଲିପିଂ ବ୍ୟାଗ୍ ଏବଂ ଅତିରିକ୍ତ ମୋଜା ସାଙ୍ଗରେ ନେଇ ଯିବାକୁ ପଡେ । ଏସବୁ ସହାୟତାରେ ସେ ଟିକେ ରେଷ୍ଟ ନେଇଥିଲେ । ଆଉ ରେଷ୍ଟ ନେବା ପରେ ରିଲାକ୍ସ ହେଲେ ଆଉ ସୁନା ଜିତିଲେ । 

ଇଭେଣ୍ଟ ପୂର୍ବରୁ ଶୋଇପଡିଲେ ଲଙ୍ଗଜମ୍ପର, ଉଠିବା ବେଳକୁ ଲାଗିଲା ସୁନା ଝଟ୍‌କା

ନୂଆଦିଲ୍ଲୀ ୦୬/୦୮: ବିଶ୍ୱ ରେକର୍ଡ ଅଧିକାରୀ ୟୁକ୍ରେନର ହାଇ ଜମ୍ପର ଖେଳାଳି । ନା ତାଙ୍କର ୟାରେସ୍ଲାବା ମହୁଖିଚ । ଏବେ ସେ ଅଲିମ୍ପିକ୍ସରେ ହାତେଇଛନ୍ତି ଗୋଲ୍ଡ ମେଡାଲ । ମେଡାଲ ଜିତିବା ପୂର୍ବରୁ ସେ ଶୋଇଥିବା ନଜର ଆସିଥିଲା । ଶୋଇବା ପରେ ସେ ଉଠିଲେ କମାଲ କଲେ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାଙ୍କର ସେହି ଶୋଇଥିବାର ଭିଡିଓ । ଆସନ୍ତୁ ଜାଣିବା ପୁରା ଘଟଣା... 


ସୂଚନା ଥାଉକି, ୨୨ ବର୍ଷୀୟ ୟାରୋସ୍ଲାବା ପ୍ୟାରିସ ଅଲିମ୍ପିକ୍ସରେ ୟୁକ୍ରେନ୍‌କୁ ପ୍ରଥମ ସୁନା ପଦକ ଦେଇଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ମହୁଖିଚ୍ ରିଲାକ୍ସ ଏବଂ ଫୋକସ କରିବାର ଏହି ଷ୍ଟାଇଲ୍‌କୁ ୨ ମିଟର ଓ୍ୱାର କ୍ଲିୟର କରିବା ପରେ ଗୋଲ୍ଡ ଜିତିଛନ୍ତି । ମହୁଖିଚ୍‌ଙ୍କ କହିବା କଥା ମୁଁ କିଛି ସମୟ ଶୋଇପଡିଥିଲି । ତେବେ ଶୋଇକି ଉଠିବା ପରେ ମୋତେ ଫ୍ରେସ୍ ଲାଗିଥିଲା । 

ବହୁତ ରିଲାକ୍ସ ଅନୁଭୂତ ହୋଇଥିଲା । ଫଳରେ ସହଜ ହୋଇପଡିଥିଲା ବିଜୟ । ତାଙ୍କ କୋଚ ସରେହି କହିଛନ୍ତି ତାଙ୍କ ପାଦରେ ରକ୍ତ ଜମାଟ ବାନ୍ଧିଥିଲା । ସେଥିପାଇଁ ତାଙ୍କୁ ସର୍ବଦା ଯୋଗ ମାର୍ଟ, ସ୍ଲିପିଂ ବ୍ୟାଗ୍ ଏବଂ ଅତିରିକ୍ତ ମୋଜା ସାଙ୍ଗରେ ନେଇ ଯିବାକୁ ପଡେ । ଏସବୁ ସହାୟତାରେ ସେ ଟିକେ ରେଷ୍ଟ ନେଇଥିଲେ । ଆଉ ରେଷ୍ଟ ନେବା ପରେ ରିଲାକ୍ସ ହେଲେ ଆଉ ସୁନା ଜିତିଲେ ।