ଇଭେଣ୍ଟରେ ଅନନ୍ୟାଙ୍କୁ କଲ କରୁଥିଲେ ବୟଫ୍ରେଣ୍ଡ Walker Blanco, ଅଣଦେଖା କଲେ ଅଭିନେତ୍ରୀ
ମୁମ୍ଵାଇ ୨୩।୦୯; ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ସେ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍ ଲାଇମ୍ ଲାଇଟ୍ରେ ଅଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ୱେବ୍ ସିରିଜ୍ କଲ୍ ମି ବେବ୍ ଚର୍ଚ୍ଚାରେ ଥିଲେ। ଏହା ପୂର୍ବରୁ ଅନନ୍ୟା ତାଙ୍କ ପ୍ରେମିକ ଆଦିତ୍ୟ ରୟ କପୁରଙ୍କ ଠାରୁ ଅଲଗା ହୋଇଥିବା ଖବର ଆସିଥିଲା। ସେବେ ଠାରୁ ତାଙ୍କ ପ୍ରଶଂସକମାନେ ତାଙ୍କ ନାମକୁ ଅନ୍ୟ କାହା ସହିତ ଯୋଡି ଆସୁଥିଲେ । ବର୍ତ୍ତମାନ ଅନନ୍ୟାଙ୍କ ନାମ ମଡେଲ ୱାକର ବ୍ଲାନକୋ ସହିତ ଲିଙ୍କ୍ ହୋଇଛି। ୱାକର ବର୍ତ୍ତମାନ ଜାମନଗରରେ ପଶୁମାନଙ୍କର ପୁନରୁଦ୍ଧାର ପାଇଁ ଉତ୍ସର୍ଗୀକୃତ ଅନନ୍ତ ଅମ୍ବାନୀଙ୍କ ପ୍ରୋଜେକ୍ଟ 'ବନତାରା'ରେ କାମ କରୁଛନ୍ତି।ରେଡ୍ଡିଟ୍ ରେ ଅନନ୍ୟାଙ୍କ ଭିଡିଓ ଭାଇରାଲ୍ ନିକଟରେ ଏହି ଅଭିନେତ୍ରୀଙ୍କୁ ତାଙ୍କ ନାମରେ ଏକ ଲକେଟ୍ ପିନ୍ଧିଥିବାର ନଜର ଆସିଥିଲେ। ହେଲେ ଏବେ ଅଭିନେତ୍ରୀଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ଏକ ଇଭେଣ୍ଟ ସମୟରେ ଚେୟାରରେ ବସିଥିବାର ନଜର ଆସିଛନ୍ତି। ତା’ପରେ ଅନନ୍ୟାଙ୍କ ଫୋନରେ ଏକ କଲ ଆସ। ସେ ପୁଣି ଆଉ କେହି ନୁହେଁ ... ସେ ହେଉଛନ୍ତି ୱାକର୍ ବ୍ଲାନକୋ। ଯାହାକୁ ଅନନ୍ୟା ଅଣଦେଖା କରିବାକୁ ଚେଷ୍ଟା କରନ୍ତି। ୱାକରଙ୍କ ନମ୍ବର ଫୋନରେ ତାଙ୍କ ନାମରେ ସେଭ୍ ହୋଇଛି, ଯେଉଁଥିରେ ଅନେକ ଇମୋଜି ମଧ୍ୟ ଅଛି । ଅନନ୍ୟା ଇଭେଣ୍ଟ ମଝିରେ କଲ୍ ଉଠାଇ ନାହାଁନ୍ତି । କିନ୍ତୁ
ମୁମ୍ଵାଇ ୨୩।୦୯; ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ସେ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍ ଲାଇମ୍ ଲାଇଟ୍ରେ ଅଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ୱେବ୍ ସିରିଜ୍ କଲ୍ ମି ବେବ୍ ଚର୍ଚ୍ଚାରେ ଥିଲେ। ଏହା ପୂର୍ବରୁ ଅନନ୍ୟା ତାଙ୍କ ପ୍ରେମିକ ଆଦିତ୍ୟ ରୟ କପୁରଙ୍କ ଠାରୁ ଅଲଗା ହୋଇଥିବା ଖବର ଆସିଥିଲା। ସେବେ ଠାରୁ ତାଙ୍କ ପ୍ରଶଂସକମାନେ ତାଙ୍କ ନାମକୁ ଅନ୍ୟ କାହା ସହିତ ଯୋଡି ଆସୁଥିଲେ । ବର୍ତ୍ତମାନ ଅନନ୍ୟାଙ୍କ ନାମ ମଡେଲ ୱାକର ବ୍ଲାନକୋ ସହିତ ଲିଙ୍କ୍ ହୋଇଛି। ୱାକର ବର୍ତ୍ତମାନ ଜାମନଗରରେ ପଶୁମାନଙ୍କର ପୁନରୁଦ୍ଧାର ପାଇଁ ଉତ୍ସର୍ଗୀକୃତ ଅନନ୍ତ ଅମ୍ବାନୀଙ୍କ ପ୍ରୋଜେକ୍ଟ 'ବନତାରା'ରେ କାମ କରୁଛନ୍ତି।
ରେଡ୍ଡିଟ୍ ରେ ଅନନ୍ୟାଙ୍କ ଭିଡିଓ ଭାଇରାଲ୍
ନିକଟରେ ଏହି ଅଭିନେତ୍ରୀଙ୍କୁ ତାଙ୍କ ନାମରେ ଏକ ଲକେଟ୍ ପିନ୍ଧିଥିବାର ନଜର ଆସିଥିଲେ। ହେଲେ ଏବେ ଅଭିନେତ୍ରୀଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ଏକ ଇଭେଣ୍ଟ ସମୟରେ ଚେୟାରରେ ବସିଥିବାର ନଜର ଆସିଛନ୍ତି। ତା’ପରେ ଅନନ୍ୟାଙ୍କ ଫୋନରେ ଏକ କଲ ଆସ। ସେ ପୁଣି ଆଉ କେହି ନୁହେଁ ... ସେ ହେଉଛନ୍ତି ୱାକର୍ ବ୍ଲାନକୋ। ଯାହାକୁ ଅନନ୍ୟା ଅଣଦେଖା କରିବାକୁ ଚେଷ୍ଟା କରନ୍ତି। ୱାକରଙ୍କ ନମ୍ବର ଫୋନରେ ତାଙ୍କ ନାମରେ ସେଭ୍ ହୋଇଛି, ଯେଉଁଥିରେ ଅନେକ ଇମୋଜି ମଧ୍ୟ ଅଛି । ଅନନ୍ୟା ଇଭେଣ୍ଟ ମଝିରେ କଲ୍ ଉଠାଇ ନାହାଁନ୍ତି । କିନ୍ତୁ ରେଡ୍ଡିଟ୍ ୟୁଜର୍ସଙ୍କ ଆଖିରୁ ଏହା କିପରି ରକ୍ଷା ପାଇବ? ସେ ତୁରନ୍ତ ଏହାକୁ ସେୟାର କରିଥିଲେ।
Ananya getting call from Walker...
byu/lalaland_butterfly inBollyBlindsNGossip
ଅନନ୍ୟା ଏବଂ ୱାକର୍ କିପରି ଭେଟିଲେ?
ଅନନ୍ୟା ଏବଂ ୱାକର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଅମ୍ବାନୀ ପରିବାରର କ୍ରୁଜ୍ ପାର୍ଟୀରେ ଭେଟିଥିଲେ। କ ଇନଷ୍ଟାଗ୍ରାମରେ ଅନନ୍ୟା ଏବଂ ତାଙ୍କ ବିଏଫ୍ଏଫ୍ ଶନାୟା କପୁର ଏବଂ ନବ୍ୟାଙ୍କୁ ମଧ୍ୟ ଫଲୋ କରାଯାଇଛି । ଅନନ୍ୟା ୱାକରକୁ ଅନନ୍ତ-ରାଧିକାଙ୍କ ବିବାହରେ ତାଙ୍କ ସାଥୀ ଭାବରେ ପରିଚିତ କରିଥିଲେ।