ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ ମଧ୍ୟ ମିଶାଇଲ ମାଡ ହୋଇଛି। ଇରାନର ସରକାରୀ ନ୍ୟୁଜ୍‌ ଏଜେନ୍ସି ମୁତାବକ,ଇରାନର ଇସାଫହାନ ସହରର ଏୟାରପୋର୍ଟ ଉପରେ ମିଶାଇଲ୍‌ ମାଡର ତୀବ୍ରତା ଏତେ ଅଧିକ ଥିଲା ଯେ ଏହା ଆଖପାଖ ଅଞ୍ଚଳକୁ ଶୁଭିଥିଲା। ଏହି ସହରରେ ଅନେକ ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଅଛି। ଇରାନର ସବୁଠୁ ବଡ଼ ୟୁରାନିୟମ ପ୍ରୋଗ୍ରାମ ଏଠାରୁ […] The post ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌ appeared first on Dharitri Odia News.

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ ମଧ୍ୟ ମିଶାଇଲ ମାଡ ହୋଇଛି। ଇରାନର ସରକାରୀ ନ୍ୟୁଜ୍‌ ଏଜେନ୍ସି ମୁତାବକ,ଇରାନର ଇସାଫହାନ ସହରର ଏୟାରପୋର୍ଟ ଉପରେ ମିଶାଇଲ୍‌ ମାଡର ତୀବ୍ରତା ଏତେ ଅଧିକ ଥିଲା ଯେ ଏହା ଆଖପାଖ ଅଞ୍ଚଳକୁ ଶୁଭିଥିଲା। ଏହି ସହରରେ ଅନେକ ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଅଛି। ଇରାନର ସବୁଠୁ ବଡ଼ ୟୁରାନିୟମ ପ୍ରୋଗ୍ରାମ ଏଠାରୁ ଚାଲିଥାଏ। ଏହି ମିଶାଇଲ ମାଡ ପରେ ଅନେକ ବିମାନ ଉଡାଣ ବାତିଲ କରାଯାଇଛି।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଇସ୍ରାଏଲ ଛଉପରେ ମିଶାଏଲ ଏବଂ ଡ୍ରୋନ ମାଡ କରିଥିଲା ଇରାନ।

The post ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌ appeared first on Dharitri Odia News.