ଉଜୁଡ଼ିଗଲା ପୂରା ପରିବାର

ଲଣ୍ଡନରେ ଲେଖିଥାନ୍ତେ ନୂଆ କାହାଣୀ। ସ୍ୱାମୀ, ଛୁଆ ସହ କରିଥାନ୍ତେ ସୁଖର ସଂସାର। ଏମିତି କେତେ କଣ ସ୍ୱପ୍ନ ଦେଖି ଭାରତରେ ଡାକ୍ତରୀ ଚାକିରି ଛାଡ଼ିଥିଲେ। ମାତ୍ର ପ୍ଲେନ୍ ଦୁର୍ଘଟଣା ସବୁ ସ୍ୱପ୍ନକୁ ଅଧା ବାଟରେ ହିଁ ଛାରଖାର କରିଦେଇଛି। ଜୀବନର ନୂଆ ଡେଷ୍ଟିନେସନରେ ପହଞ୍ଚିବା ପୂର୍ବରୁ ଏକା ସାଙ୍ଗେ ପୂରା ପରିବାର ଫେରିଯାଇଛି ଅଫେରା ରାଇଜକୁ।

ଉଜୁଡ଼ିଗଲା ପୂରା ପରିବାର
Array