ଟିକେଟ ମିଳିବା ପରେ ନବୀନ ନିବାସରେ ମନୋରମା ଓ ପ୍ରସନ୍ନ, ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର ୧୨/୦୪: ନବୀନ ନିବାସରେ ନର୍ଲା ବିଧାୟକ ମନୋରମା ମହାନ୍ତି ଓ ସମ୍ବଲପୁର ବିଧାୟକ ପାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜମାଇଛନ୍ତି କୃତଜ୍ଞତା । ତେବେ ଏ ପ୍ରସଙ୍ଗରେ ମନୋରମା ପ୍ରତିକ୍ରିୟାରେ କହିଛନ୍ତି ମୋ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବା । ତାଙ୍କୁ କୃତଜ୍ଞତା ଜଣାଉଛି । ଟିକେଟ ପାଇବା ମୋ ପାଇଁ ସରପ୍ରାଇଜ ଥିଲା । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତି କରଣକୁ ପ୍ରାଧାନ୍ୟ ଦେଇଛନ୍ତି । ୩୩ ପ୍ରତିଶତ ମହିଳା ଙ୍କୁ ଟିକେଟ ଦେଇଛନ୍ତି । ମହିଳା ହିସାବରେ ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଭରସା ବିଶ୍ୱାସ କରିଛନ୍ତି । ମୁଁ ତାକୁ ସଠିକ ଭାବରେ ଅନୁପାଳନ କରିବି । ବିଧାୟକଙ୍କ ଟିକେଟ କଟା ଯାଇ ଆପଣଙ୍କୁ ଟିକେଟ ଦିଆଯାଇଛି କିଛି ଅଡୁଆ ହେବକି ପ୍ରଶ୍ନରେ ଉତ୍ତର ରଖି ମନୋରମା କହିଛନ୍ତି । ଏଇଟା ଦଳୀୟ ନଷ୍ପତ୍ତି । ମୁଁ ସଂଗଠନ ସହ ଦୀର୍ଘଦିନ ସହ ଜଡିତ ଅଛି । ନିର୍ବାଚନରେ ମୋ ପାଇଁ କୌଣସି ଅସୁବିଧା ହେବ ନାହିଁ । 

ଟିକେଟ ମିଳିବା ପରେ ନବୀନ ନିବାସରେ ମନୋରମା ଓ ପ୍ରସନ୍ନ, ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର ୧୨/୦୪: ନବୀନ ନିବାସରେ ନର୍ଲା ବିଧାୟକ ମନୋରମା ମହାନ୍ତି ଓ ସମ୍ବଲପୁର ବିଧାୟକ ପାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜମାଇଛନ୍ତି କୃତଜ୍ଞତା । 

ତେବେ ଏ ପ୍ରସଙ୍ଗରେ ମନୋରମା ପ୍ରତିକ୍ରିୟାରେ କହିଛନ୍ତି ମୋ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବା । ତାଙ୍କୁ କୃତଜ୍ଞତା ଜଣାଉଛି । ଟିକେଟ ପାଇବା ମୋ ପାଇଁ ସରପ୍ରାଇଜ ଥିଲା । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତି କରଣକୁ ପ୍ରାଧାନ୍ୟ ଦେଇଛନ୍ତି । ୩୩ ପ୍ରତିଶତ ମହିଳା ଙ୍କୁ ଟିକେଟ ଦେଇଛନ୍ତି । ମହିଳା ହିସାବରେ ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଭରସା ବିଶ୍ୱାସ କରିଛନ୍ତି । 

ମୁଁ ତାକୁ ସଠିକ ଭାବରେ ଅନୁପାଳନ କରିବି । ବିଧାୟକଙ୍କ ଟିକେଟ କଟା ଯାଇ ଆପଣଙ୍କୁ ଟିକେଟ ଦିଆଯାଇଛି କିଛି ଅଡୁଆ ହେବକି ପ୍ରଶ୍ନରେ ଉତ୍ତର ରଖି ମନୋରମା କହିଛନ୍ତି । ଏଇଟା ଦଳୀୟ ନଷ୍ପତ୍ତି । ମୁଁ ସଂଗଠନ ସହ ଦୀର୍ଘଦିନ ସହ ଜଡିତ ଅଛି । ନିର୍ବାଚନରେ ମୋ ପାଇଁ କୌଣସି ଅସୁବିଧା ହେବ ନାହିଁ ।