ଉତକ୍ଷେପଣର କିଛି ସମୟ ପରେ ଖସିପଡିଲା ଚୀନର ଘରୋଇ ରକେଟ
ନନ୍ଦିଘୋଷ ବ୍ୟୁରୋ: ଉତକ୍ଷେପଣର କିଛି ସମୟ ପରେ ଖସିପଡିଲା ଚୀନର ଏକ ଘରୋଇ ରକେଟ। ରକେଟ ଉତକ୍ଷେପଣ ଲାଗି ଯୋଜନା... The post ଉତକ୍ଷେପଣର କିଛି ସମୟ ପରେ ଖସିପଡିଲା ଚୀନର ଘରୋଇ ରକେଟ appeared first on .
ନନ୍ଦିଘୋଷ ବ୍ୟୁରୋ: ଉତକ୍ଷେପଣର କିଛି ସମୟ ପରେ ଖସିପଡିଲା ଚୀନର ଏକ ଘରୋଇ ରକେଟ। ରକେଟ ଉତକ୍ଷେପଣ ଲାଗି ଯୋଜନା ନଥିଲେ ବି ତାହାକୁ ଉତକ୍ଷେପଣ କରାଯାଇଥିଲା। ବେଜିଂ ସ୍ଥିତି ସ୍ପେସ ପାୟୋନିୟର ନାମକ ଏକ ଫାର୍ମ ପକ୍ଷରୁ ଚୀନର କେନ୍ଦ୍ରୀୟ ହେନାନା ପ୍ରଜାତନ୍ତ୍ରର ଗୋଞ୍ଜିରେ ତିଆନଲଙ୍ଗ-୩ ରକେଟର ରୁଟିନ ଗ୍ରାଉଣ୍ଡ ଟେଷ୍ଟ କରିଥିଲା।
ତେବେ ଏହା ଉତକ୍ଷେପଣ କରିବା ପରେ ପରେ ଆକାଶ ମାର୍ଗରେ ବିସ୍ଫୋରଣ ହୋଇ ଖସିପଡିଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ରକେଟଟି ଖସିପଡିଥିବା ସୂଚନା ମିଳିଛି।
ଚୀନ ଭାଷାରେ ତିଆନଲଙ୍ଗ ଅର୍ଥ ସ୍ବର୍ଗୀୟ ଡ୍ରାଗନ। ଉଡାଣର ମାତ୍ର ୫୦ ସେକଣ୍ଡ ପରେ ଏହା ବିସ୍ଫୋରଣର ସମ୍ମୁଖୀନ ହୋଇଥିଲା। ଏହି ଘଟଣାର ତଦନ୍ତ ଜାରି ରହିଛି।
The post ଉତକ୍ଷେପଣର କିଛି ସମୟ ପରେ ଖସିପଡିଲା ଚୀନର ଘରୋଇ ରକେଟ appeared first on .