ଉତ୍କର୍ଷ ଓଡ଼ିଶା କନକ୍ଲେଭ: ନିବେଶ ପାଇଁ MOU କରିଥିବା ଟପ୍‌-୧୫ କମ୍ପାନୀ

ଭୁବନେଶ୍ଵର: ଯେତିକି ଲକ୍ଷ୍ୟ ଥିଲା ତା’ର ଦୁଇ ଗୁଣା ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦୁଇ ଦିନରେ  ୧୪୫ MOU ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ଏଥି ମଧ୍ୟରୁ ମେଟାଲ ଓ ଷ୍ଟିଲ କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । ଏହା ତଳକୁ ରହିଛି କେମିକାଲ ଓ ପେଟ୍ରୋକେମିକାଲ, ସୌର ଶକ୍ତି, ପବନ ଶକ୍ତି ବା ଅକ୍ଷୟ ଶକ୍ତି ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପ । ସେହିଭଳି ନୂଆ ସେକ୍ଟର ଭାବେ ଫାର୍ମା କ୍ଷେତ୍ରରେ ବି ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ବିଭିନ୍ନ କମ୍ପାନୀ । ତେବେ ଏଥିରେ ଏମିତି ଟପ୍ ୧୫ କମ୍ପାନି ରହିଛନ୍ତି, ଯେଉଁମାନେ ଓଡ଼ିଶାରେ ବଡ଼ ନିବେଶ କରିବା ପାଇଁ ସରକାରଙ୍କ ସହ ଏମଓୟୁ କରିଛନ୍ତି। ନିବେଶ ପାଇଁ MOU  କରିଥିବା ଟପ୍‌-୧୫ କମ୍ପାନୀଆଦାନୀ ଗ୍ରୁପ – ୨ ଲକ୍ଷ ୨୮ ହଜାର କୋଟି ବେଦାନ୍ତ – ୧ ଲକ୍ଷ କୋଟି ଟାଟା ଗ୍ରୁପ୍ – ୮୭ ହଜାର ୯୪୪କୋଟିମହାନଦୀ କୋଲଫିଲଡସ -  ୮୧ ହଜାର ୯୪୪କୋଟିJSW ଗ୍ରୁପ - ୭୫ହଜାର କୋଟିNLC- ୫୨ହଜାର କୋଟିସେଲ୍ – ୫୦ ହଜାର ୮୦୦କୋଟିNTPC ଲିମିଟେଡ- ୩୬ହଜାର ୧୩୧କୋଟିନାଲକୋ – ୩୫ହଜାର କୋଟିJSPL- ୨୫ ହଜାର ୫୭୦କୋଟି ଆଦିତ୍ୟ ବିର୍ଲା ଗ୍ରୁପ- ୧୯ହଜାର ୧୭କୋଟିJSL - ୧୫ହଜାର କୋଟିONGC ତ୍ରିପୁରା -   ୧୪ହଜାର ୫୦୦କୋଟିପାରାଦୀପ ପୋର୍ଟ ଅଥରି

ଉତ୍କର୍ଷ ଓଡ଼ିଶା କନକ୍ଲେଭ: ନିବେଶ ପାଇଁ MOU କରିଥିବା ଟପ୍‌-୧୫ କମ୍ପାନୀ

ଭୁବନେଶ୍ଵର: ଯେତିକି ଲକ୍ଷ୍ୟ ଥିଲା ତା’ର ଦୁଇ ଗୁଣା ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦୁଇ ଦିନରେ  ୧୪୫ MOU ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ଏଥି ମଧ୍ୟରୁ ମେଟାଲ ଓ ଷ୍ଟିଲ କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । ଏହା ତଳକୁ ରହିଛି କେମିକାଲ ଓ ପେଟ୍ରୋକେମିକାଲ, ସୌର ଶକ୍ତି, ପବନ ଶକ୍ତି ବା ଅକ୍ଷୟ ଶକ୍ତି ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପ । ସେହିଭଳି ନୂଆ ସେକ୍ଟର ଭାବେ ଫାର୍ମା କ୍ଷେତ୍ରରେ ବି ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ବିଭିନ୍ନ କମ୍ପାନୀ । ତେବେ ଏଥିରେ ଏମିତି ଟପ୍ ୧୫ କମ୍ପାନି ରହିଛନ୍ତି, ଯେଉଁମାନେ ଓଡ଼ିଶାରେ ବଡ଼ ନିବେଶ କରିବା ପାଇଁ ସରକାରଙ୍କ ସହ ଏମଓୟୁ କରିଛନ୍ତି। 

ନିବେଶ ପାଇଁ MOU  କରିଥିବା ଟପ୍‌-୧୫ କମ୍ପାନୀ

ଆଦାନୀ ଗ୍ରୁପ – ୨ ଲକ୍ଷ ୨୮ ହଜାର କୋଟି 

ବେଦାନ୍ତ – ୧ ଲକ୍ଷ କୋଟି 

ଟାଟା ଗ୍ରୁପ୍ – ୮୭ ହଜାର ୯୪୪କୋଟି

ମହାନଦୀ କୋଲଫିଲଡସ -  ୮୧ ହଜାର ୯୪୪କୋଟି

JSW ଗ୍ରୁପ - ୭୫ହଜାର କୋଟି

NLC- ୫୨ହଜାର କୋଟି

ସେଲ୍ – ୫୦ ହଜାର ୮୦୦କୋଟି

NTPC ଲିମିଟେଡ- ୩୬ହଜାର ୧୩୧କୋଟି

ନାଲକୋ – ୩୫ହଜାର କୋଟି

JSPL- ୨୫ ହଜାର ୫୭୦କୋଟି 

ଆଦିତ୍ୟ ବିର୍ଲା ଗ୍ରୁପ- ୧୯ହଜାର ୧୭କୋଟି

JSL - ୧୫ହଜାର କୋଟି

ONGC ତ୍ରିପୁରା -   ୧୪ହଜାର ୫୦୦କୋଟି

ପାରାଦୀପ ପୋର୍ଟ ଅଥରିଟି – ୧୩ହଜାର ୬୪୫କୋଟି ଟଙ୍କା 

NHPC ଲିମିଟେଡ -୧୩ହଜାର ୪୮୭କୋଟି