ଉତ୍କଳ ଯାଦବ ମହାସଭା ପକ୍ଷରୁ ସରପଞ୍ଚ ସମ୍ମାନୀତ
ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ଏବଂ ଷୋହଳ ଖଣ୍ଡ ତିନି ତାଲୁକା ଗୋପାଳ ସମାଜର ସଭାପତି ମନୋରଞ୍ଜନ ଗୈାଡଙ୍କୁ ଉତ୍କଳ ଯାଦବ ମହାସଭା ଯୁବ ଶାଖା ପକ୍ଷରୁ ର୍ଯଯଯ ସାଧାରଣ ସମ୍ପାଦକ ଭାବରେ ମନୋନୀତ କରାଯାଇଛି। କଟକ ଠାରେ ଆୟୋଜିତ ସଭାରେ ମନୋରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍କଳ ଯାଦବ ମହାସଭା ସଭାପତି ତଥା ପୂର୍ବତନ ଓସିଏ ସଭାପତି ଆର୍ଶୀବାଦ ବେହେରା […] The post ଉତ୍କଳ ଯାଦବ ମହାସଭା ପକ୍ଷରୁ ସରପଞ୍ଚ ସମ୍ମାନୀତ appeared first on Dharitri Odia News.
ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ଏବଂ ଷୋହଳ ଖଣ୍ଡ ତିନି ତାଲୁକା ଗୋପାଳ ସମାଜର ସଭାପତି ମନୋରଞ୍ଜନ ଗୈାଡଙ୍କୁ ଉତ୍କଳ ଯାଦବ ମହାସଭା ଯୁବ ଶାଖା ପକ୍ଷରୁ ର୍ଯଯଯ ସାଧାରଣ ସମ୍ପାଦକ ଭାବରେ ମନୋନୀତ କରାଯାଇଛି। କଟକ ଠାରେ ଆୟୋଜିତ ସଭାରେ ମନୋରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍କଳ ଯାଦବ ମହାସଭା ସଭାପତି ତଥା ପୂର୍ବତନ ଓସିଏ ସଭାପତି ଆର୍ଶୀବାଦ ବେହେରା , କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ , ଯାଦବ ସମାଜର ରାଷ୍ଟ୍ରୀୟ ସଭାପତି ପ୍ରଦୀପ କୁମାର ବେହେରାଙ୍କ ସମେତ ସମାଜର ସମସ୍ତ କର୍ମକର୍ତ୍ତା ବୃନ୍ଦ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ ।
The post ଉତ୍କଳ ଯାଦବ ମହାସଭା ପକ୍ଷରୁ ସରପଞ୍ଚ ସମ୍ମାନୀତ appeared first on Dharitri Odia News.