ଉପକୂଳରେ ବଦଳୁଛି ସମୀକରଣ

ଉପକୂଳରେ ଟଳମଳ ବିଜେଡି। ବିଜେଡିର ଅଭେଦ୍ୟ ଗଡ ଯାଜପୁର ଓ ଜଗତସିଂହପୁରରେ ସ୍ଥିତି ଏବେ ଜଟିଳ ହେବାରେ ଲାଗିଛି। ଏ ଦୁଇ ଲୋକସଭା କ୍ଷେତ୍ରର ଗୋଟିଏ ଦୁଇଟି ନିର୍ବାଚନ ମଣ୍ଡଳୀ ଛାଡିଦେଲେ ବାକି ସବୁଠି କଡ଼ା ଫାଇଟ୍। ଏମିତି ହେଭିୱେଟ ନେତାଙ୍କ ସିଟ୍ ରେ ବି ଟକ୍କର ନେକ୍ ଟୁ ନେକ୍।