ଏ ବର୍ଷ ପିଇଦେଲେ ୧୫ କୋଟିରୁ ଅଧିକ ବଲକ ଲିଟର ବିୟର

ବିଦେଶୀ ହେଉ କି ଦେଶୀ । ରାଜ୍ୟରେ ପ୍ରତିବର୍ଷ ଢକ ଢକ କରି ପିଇ ଯାଉଛନ୍ତି ଲକ୍ଷ ଲକ୍ଷ ଲିଟର ମଦ । ଏଇ ବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ଲକ୍ଷ ୭୨ ବଲକ୍ ଲିଟର ବିୟର ।

ଏ ବର୍ଷ ପିଇଦେଲେ ୧୫ କୋଟିରୁ ଅଧିକ ବଲକ ଲିଟର ବିୟର
Array