ଏଏସ୍ଓ ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ଭୁବନେଶ୍ୱର,୧୯ା୧: ଏଏସ୍ଓ ଚୟନରେ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି। ରାଜ୍ୟ ସରକାର, ଓପିଏସ୍ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ସାମିଲ କରି ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍ଏଲ୍ପିକୁ ଗ୍ରହଣ କରି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ଏହି ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। The post ଏଏସ୍ଓ ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ appeared first on Dharitri Odia News.
ଭୁବନେଶ୍ୱର,୧୯ା୧: ଏଏସ୍ଓ ଚୟନରେ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି।
ରାଜ୍ୟ ସରକାର, ଓପିଏସ୍ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ସାମିଲ କରି ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍ଏଲ୍ପିକୁ ଗ୍ରହଣ କରି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ଏହି ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ।
The post ଏଏସ୍ଓ ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ appeared first on Dharitri Odia News.