ଏକଜିଟ୍ ପୋଲ୍ ଆକଳନକୁ ନେଇ ସେୟାର ବଜାରରେ ଉତ୍ସାହ
ଏକଜିଟ୍ ପୋଲ୍ରେ ମୋଦି ସରକାର ପୁଣି ଫେରୁଥିବା ତଥ୍ୟ ଆସିବା ପରେ ସର୍ବକାଳୀନ ରେକର୍ଡ ଛୁଇଁଛି ସେୟାର ବଜାର।
ରେକର୍ଡ ଛୁଇଁଲା ସେୟାର ବଜାର । ଏକଜିଟ୍ ପୋଲ୍ରେ ମୋଦି ସରକାର ପୁଣି ଫେରୁଥିବା ତଥ୍ୟ ଆସିବା ପରେ ସର୍ବକାଳୀନ ରେକର୍ଡ ଛୁଇଁଛି ସେୟାର ବଜାର। ସେନସେକ୍ସ ଓ ନିଫଟି ସବୁ ରେକର୍ଡକୁ ପାର କରିଛି। ଦେଖନ୍ତୁ ପୂରା ରିପୋର୍ଟ।