ଏକତରଫା ନିଷ୍ପତ୍ତି ନେଇଛନ୍ତି ସରକାର: ଅରବିନ୍ଦ
ଭୁବନେଶ୍ୱର,୧୧ା୪: ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ସଭ୍ୟ ପଦ ଗୁରୁବାର ବାଚସ୍ପତି ରଦ୍ଦ କରିବା ପରେ ଅରବିନ୍ଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅରବିନ୍ଦ କହିଛନ୍ତି, ମୋ’ ମତାମତ ନ ନେଇ ସରକାର ଏକତରଫା ନିଷ୍ପତ୍ତି ନେଇଛନ୍ତି। ସଭ୍ୟ ପଦ ରଦ୍ଦ ପୂର୍ବରୁ ପକ୍ଷ ରଖିବାର ସୁଯୋଗ ଦେବାର ଥିଲା।ମୋ’ ଉପରେ ଯାହା ଲାଗୁ ହୋଇଛି, ଅନ୍ୟମାନଙ୍କ ପ୍ରତି ହେଉ ବୋଲି ଅରବିନ୍ଦ କହିଛନ୍ତି। ଦଳ ବଦଳ ନିୟମ ଅନୁସାରେ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଅରବିନ୍ଦଙ୍କ ସଭ୍ୟ ପଦ […] The post ଏକତରଫା ନିଷ୍ପତ୍ତି ନେଇଛନ୍ତି ସରକାର: ଅରବିନ୍ଦ appeared first on Dharitri Odia News.
ଭୁବନେଶ୍ୱର,୧୧ା୪: ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ସଭ୍ୟ ପଦ ଗୁରୁବାର ବାଚସ୍ପତି ରଦ୍ଦ କରିବା ପରେ ଅରବିନ୍ଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅରବିନ୍ଦ କହିଛନ୍ତି, ମୋ’ ମତାମତ ନ ନେଇ ସରକାର ଏକତରଫା ନିଷ୍ପତ୍ତି ନେଇଛନ୍ତି। ସଭ୍ୟ ପଦ ରଦ୍ଦ ପୂର୍ବରୁ ପକ୍ଷ ରଖିବାର ସୁଯୋଗ ଦେବାର ଥିଲା।ମୋ’ ଉପରେ ଯାହା ଲାଗୁ ହୋଇଛି, ଅନ୍ୟମାନଙ୍କ ପ୍ରତି ହେଉ ବୋଲି ଅରବିନ୍ଦ କହିଛନ୍ତି।
ଦଳ ବଦଳ ନିୟମ ଅନୁସାରେ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଅରବିନ୍ଦଙ୍କ ସଭ୍ୟ ପଦ ରଦ୍ଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
The post ଏକତରଫା ନିଷ୍ପତ୍ତି ନେଇଛନ୍ତି ସରକାର: ଅରବିନ୍ଦ appeared first on Dharitri Odia News.