ଏକବିଂଶ ଶତାବ୍ଦୀରେ ‘ପୁଷ୍ପକ’ ବିମାନର ସଫଳ ପରୀକ୍ଷଣ, ଇସ୍ରୋକୁ ବଡ଼ ଉପଲବ୍ଧି

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ବଡ଼ ସଫଳତା ମିଳିଛି । ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପ୍ରଯୁକ୍ତିର ସଫଳ ପରୀକ୍ଷଣ କରିଛି  ଇସ୍ରୋ  । ଏହି ଯାନର ନାଁ ‘ପୁଷ୍ପକ’ ରଖାଯାଇଛି । ଶୁକ୍ରବାର ସକାଳ  ୭ଟା ୧୦ମିନିଟରେ କର୍ଣ୍ଣାଟକର ଚିତ୍ରଦୁର୍ଗର ଏରୋନଟିକାଲ୍ ରେଷ୍ଟର ରେଞ୍ଜର ରନଓ୍ବେରେ ପୁଷ୍ପକ ସଫଳତାପୂର୍ବକ ଅବତରଣ କରିଛି । ଏହି ଯାନର ଅବବରଣ ବେଳେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥଙ୍କ ସହିତ ଇସ୍ରୋର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ବରୁ ଇସ୍ରୋ ଏହା ପୂର୍ବରୁ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପ୍ରଯୁକ୍ତିର ସଫଳ ଅବତରଣ କରି ସାରିଛି । ଗତ ବର୍ଷ ଇସ୍ରୋ ପରୀକ୍ଷଣ ସମୟରେ ବାୟୁସେନାର ଚିନୁକ୍ ହେଲିକପ୍ଟରରୁ ସାଢେ ୪ କିଲୋମିଟର ଉପରୁ ଆରଏଲଭିକୁ ଛାଡ଼ିଦେଇଥିଲା ।  ଆରଏଲଭି ବ୍ରେକ୍ ପରାଚ୍ୟୁଟ୍,  ଲ୍ୟାଣ୍ଡିଂ ଗିୟର ବ୍ରେକ୍,  ନୋଚ୍ ହ୍ବିଲିଂ ଷ୍ଟିୟରିଂରେ ସଫଳତାର ସହିତ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲା  । ପୁଷ୍ପକକୁ ଯାନକୁ ଇସ୍ରୋ ବିକଶିତ କରିଛି। ଏଥିରେ ଟେକ୍ନିକାଲ ନାଭିଗେସନ,   କଣ୍ଟ୍ରୋଲ ସିଷ୍ଟମ,  ଲ୍ୟାଣ୍ଡିଂ ଗିୟର ଏବଂ ଡିକ୍ଲୋରାସେନ ସିଷ୍ଟମ ରହିଛି । ଇଲେକ୍ଟୋରାଲ୍ ବଣ୍ଡ୍ ତଥ୍ୟ; ବିଜେପିର ବଡ଼ ଡୋନର୍ ହାଇଦ୍ରାବାଦ୍ ବେସ୍ କମ୍ପାନୀପୂର୍ବ ପରୀକ୍ଷଣ ଅପେକ୍ଷ ଏଥର ଇସ୍ରୋ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନରେ ଏୟାରଫ୍ରେମ୍ ଷ୍ଟ୍ରକ୍ଟର ଏବଂ ଲ୍ୟାଣ୍ଡିଂ ଗିୟରକୁ ଅଧିକ ଶକ୍ତିଶାଳୀ କରିଛ

ଏକବିଂଶ ଶତାବ୍ଦୀରେ ‘ପୁଷ୍ପକ’ ବିମାନର ସଫଳ ପରୀକ୍ଷଣ, ଇସ୍ରୋକୁ ବଡ଼ ଉପଲବ୍ଧି

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ବଡ଼ ସଫଳତା ମିଳିଛି । ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପ୍ରଯୁକ୍ତିର ସଫଳ ପରୀକ୍ଷଣ କରିଛି  ଇସ୍ରୋ  । ଏହି ଯାନର ନାଁ ‘ପୁଷ୍ପକ’ ରଖାଯାଇଛି । ଶୁକ୍ରବାର ସକାଳ  ୭ଟା ୧୦ମିନିଟରେ କର୍ଣ୍ଣାଟକର ଚିତ୍ରଦୁର୍ଗର ଏରୋନଟିକାଲ୍ ରେଷ୍ଟର ରେଞ୍ଜର ରନଓ୍ବେରେ ପୁଷ୍ପକ ସଫଳତାପୂର୍ବକ ଅବତରଣ କରିଛି । ଏହି ଯାନର ଅବବରଣ ବେଳେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥଙ୍କ ସହିତ ଇସ୍ରୋର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

ପୂର୍ବରୁ ଇସ୍ରୋ ଏହା ପୂର୍ବରୁ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପ୍ରଯୁକ୍ତିର ସଫଳ ଅବତରଣ କରି ସାରିଛି । ଗତ ବର୍ଷ ଇସ୍ରୋ ପରୀକ୍ଷଣ ସମୟରେ ବାୟୁସେନାର ଚିନୁକ୍ ହେଲିକପ୍ଟରରୁ ସାଢେ ୪ କିଲୋମିଟର ଉପରୁ ଆରଏଲଭିକୁ ଛାଡ଼ିଦେଇଥିଲା ।  ଆରଏଲଭି ବ୍ରେକ୍ ପରାଚ୍ୟୁଟ୍,  ଲ୍ୟାଣ୍ଡିଂ ଗିୟର ବ୍ରେକ୍,  ନୋଚ୍ ହ୍ବିଲିଂ ଷ୍ଟିୟରିଂରେ ସଫଳତାର ସହିତ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲା  । ପୁଷ୍ପକକୁ ଯାନକୁ ଇସ୍ରୋ ବିକଶିତ କରିଛି। ଏଥିରେ ଟେକ୍ନିକାଲ ନାଭିଗେସନ,   କଣ୍ଟ୍ରୋଲ ସିଷ୍ଟମ,  ଲ୍ୟାଣ୍ଡିଂ ଗିୟର ଏବଂ ଡିକ୍ଲୋରାସେନ ସିଷ୍ଟମ ରହିଛି । 

ଇଲେକ୍ଟୋରାଲ୍ ବଣ୍ଡ୍ ତଥ୍ୟ; ବିଜେପିର ବଡ଼ ଡୋନର୍ ହାଇଦ୍ରାବାଦ୍ ବେସ୍ କମ୍ପାନୀ

ପୂର୍ବ ପରୀକ୍ଷଣ ଅପେକ୍ଷ ଏଥର ଇସ୍ରୋ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନରେ ଏୟାରଫ୍ରେମ୍ ଷ୍ଟ୍ରକ୍ଟର ଏବଂ ଲ୍ୟାଣ୍ଡିଂ ଗିୟରକୁ ଅଧିକ ଶକ୍ତିଶାଳୀ କରିଛି । ଫଳରେ ଅବତରଣ ସମୟରେ ଏହା ଅଧିକ ଓଜର ବହନ କରିପାରିବ । ପୁଷ୍ପକ ମିଶନକୁ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର ଦ୍ବାରା ବିକଶିତ କରାଯାଇଛି ।