ଏଣିକି ରାସ୍ତାରେ ଅଳିଆ ପକାଇଲେ ଫାଇନ
ଭୁବନେଶ୍ୱର : ଏଣିକି ରସରେ କିମ୍ବା ଖୋଲା ରେ ଅଳିଆ ପକାଇଲେ ଫାଇନ କାଟିବ ବିଏମସି । ବିଭିନ୍ନ ସଙ୍ଘ ସହ ବୈଠକ କରି ସଚେତନ କରିଛି ବିଏମସି । ଅଳିଆ ସଂଗ୍ରହ ପାଇଁ ବିଏମସି ଗାଡି ଯିବ । ରାସ୍ତା ଉପରେ ଅଳିଆ ପକାଇଲେ ଷ୍ଟ୍ରିଟ ଆକ୍ସନ ନେବ ବିଏମସି । ଯେଉଁ ଦୋକାନୀ ଖିଲାପ କରିବେ ଉକ୍ତ ଦୋକାନ ଉପରେ ଫାଇନ କାଟିବ ବିଏମସି ।ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତ […]

ଭୁବନେଶ୍ୱର : ଏଣିକି ରସରେ କିମ୍ବା ଖୋଲା ରେ ଅଳିଆ ପକାଇଲେ ଫାଇନ କାଟିବ ବିଏମସି । ବିଭିନ୍ନ ସଙ୍ଘ ସହ ବୈଠକ କରି ସଚେତନ କରିଛି ବିଏମସି । ଅଳିଆ ସଂଗ୍ରହ ପାଇଁ ବିଏମସି ଗାଡି ଯିବ । ରାସ୍ତା ଉପରେ ଅଳିଆ ପକାଇଲେ ଷ୍ଟ୍ରିଟ ଆକ୍ସନ ନେବ ବିଏମସି । ଯେଉଁ ଦୋକାନୀ ଖିଲାପ କରିବେ ଉକ୍ତ ଦୋକାନ ଉପରେ ଫାଇନ କାଟିବ ବିଏମସି ।ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ I ସେହିପରି ଓଦା ଓ ଶୁଖିଲା ଅଳିଆକୁ ଅଲଗା କରି ଦେବାକୁ ମଧ୍ୟ ସୂଚନା ଦେଇଛନ୍ତି I