ଏଥର ଇଡି ସାମ୍ନାରେ ହାଜର ହେବେ କି କେଜ୍ରିଓ୍ବାଲ? ପଠାଗଲା ୭ମ ସମନ
ନୂଆଦିଲ୍ଲୀ,୨୨।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୭ମ ସମନ ଜାରି କରିଛି। ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡ଼ିତ ମାମଲାରେ ତାଙ୍କୁ ପଚରାଉଚରା କରାଯିବ। ଫେବୃଆରୀ ୨୬ରେ ଇଡି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ନିକଟରେ ଇଡି ମାମଲାରେ କରାଯାଉଥିବା ସମନର ଅବଜ୍ଞା କରିବାକୁ ନେଇ ଏଏପି ମୁଖ୍ୟ କେଜ୍ରିଓ୍ବାଲଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଗତ ସପ୍ତାହରେ ଅଦାଲତ ବ୍ୟକ୍ତିଗତ ରୂପରେ ହାଜର ହେବାକୁ ନେଇ ଆଶ୍ୱସ୍ତି ଦେଇଥିଲେ। ଏହାର ଆଗାମୀ ଶୁଣାଣି […] The post ଏଥର ଇଡି ସାମ୍ନାରେ ହାଜର ହେବେ କି କେଜ୍ରିଓ୍ବାଲ? ପଠାଗଲା ୭ମ ସମନ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୭ମ ସମନ ଜାରି କରିଛି। ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡ଼ିତ ମାମଲାରେ ତାଙ୍କୁ ପଚରାଉଚରା କରାଯିବ। ଫେବୃଆରୀ ୨୬ରେ ଇଡି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି।
ନିକଟରେ ଇଡି ମାମଲାରେ କରାଯାଉଥିବା ସମନର ଅବଜ୍ଞା କରିବାକୁ ନେଇ ଏଏପି ମୁଖ୍ୟ କେଜ୍ରିଓ୍ବାଲଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଗତ ସପ୍ତାହରେ ଅଦାଲତ ବ୍ୟକ୍ତିଗତ ରୂପରେ ହାଜର ହେବାକୁ ନେଇ ଆଶ୍ୱସ୍ତି ଦେଇଥିଲେ। ଏହାର ଆଗାମୀ ଶୁଣାଣି ମାର୍ଚ୍ଚ ୧୬ରେ ହେବ ବୋଲି ଜଣାପଡ଼ିଛି।
The post ଏଥର ଇଡି ସାମ୍ନାରେ ହାଜର ହେବେ କି କେଜ୍ରିଓ୍ବାଲ? ପଠାଗଲା ୭ମ ସମନ appeared first on Dharitri Odia News.