ଏନଏଚଏଆଇ ସଂସ୍ଥା ଭଳି ଓଡ଼ିଶାରେ ଗଠନ ହେବ OSHA

ଗତ ବିଧାନସଭା ବଜେଟ୍ ଅଧିବେଶନରେ ପାରିତ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫କୁ ନେଇ ଏବେ ଚର୍ଚ୍ଚା। ବଡ଼ ସୂଚନା କ୍ରମେ ଏହି ବିଲ୍ କାର୍ଯ୍ୟକ୍ଷମ ହେଲେ ଭାରତ ସରକାରଙ୍କ ଏନଏଚଏଆଇ ସଂସ୍ଥା ଭଳି ଓଡ଼ିଶାରେ ଗଠନ ହେବ ଓଡ଼ିଶା ଷ୍ଟେଟ୍ ହାଇୱେ ଅଥରିଟି ବା OSHA। ଯାହାକି ରାଜ୍ୟରେ ବିଶ୍ବସ୍ତରୀୟ ସଡ଼କ ନିର୍ମାଣ କରିବାର କ୍ଷମତା ପାଇବ।

ଏନଏଚଏଆଇ ସଂସ୍ଥା ଭଳି ଓଡ଼ିଶାରେ ଗଠନ ହେବ OSHA
Array