ଏନଡିଏକୁ ବିରୋଧୀଦଳର ଡବଲ ଝଟକା, ବାଚସ୍ପତି ପରେ ଏବେ ଉପବାଚସ୍ପତି ପଦ ପାଇଁ ବି ଦେବ ପ୍ରାର୍ଥୀ

ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ବାଚସ୍ପତି ତଥା ଉପବାଚସ୍ପତି ପଦ ପାଇଁ ଏନଡିଏ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ବିବାଦ ଜାରି ରହିଛି। ଇଣ୍ଡିଆ ଆଲାଇନ୍ସ ବର୍ତ୍ତମାନ ଏନଡିଏକୁ କଡ଼ା ମୁକାବିଲା କରିବାକୁ ପ୍ରସ୍ତୁତ। ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବା ପରେ ବିରୋଧୀଦଳ ବର୍ତ୍ତମାନ ଉପବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକ ସଭା ବାଚସ୍ପତି ପଦ ପାଇଁ ବୁଧବାର ସର୍ବସମ୍ମତି କ୍ରମେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବିରୋଧୀଦଳ ପକ୍ଷରୁ କେ […] The post ଏନଡିଏକୁ ବିରୋଧୀଦଳର ଡବଲ ଝଟକା, ବାଚସ୍ପତି ପରେ ଏବେ ଉପବାଚସ୍ପତି ପଦ ପାଇଁ ବି ଦେବ ପ୍ରାର୍ଥୀ appeared first on Dharitri Odia News.

ଏନଡିଏକୁ ବିରୋଧୀଦଳର ଡବଲ ଝଟକା, ବାଚସ୍ପତି ପରେ ଏବେ ଉପବାଚସ୍ପତି ପଦ ପାଇଁ ବି ଦେବ ପ୍ରାର୍ଥୀ

ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ବାଚସ୍ପତି ତଥା ଉପବାଚସ୍ପତି ପଦ ପାଇଁ ଏନଡିଏ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ବିବାଦ ଜାରି ରହିଛି। ଇଣ୍ଡିଆ ଆଲାଇନ୍ସ ବର୍ତ୍ତମାନ ଏନଡିଏକୁ କଡ଼ା ମୁକାବିଲା କରିବାକୁ ପ୍ରସ୍ତୁତ। ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବା ପରେ ବିରୋଧୀଦଳ ବର୍ତ୍ତମାନ ଉପବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଲୋକ ସଭା ବାଚସ୍ପତି ପଦ ପାଇଁ ବୁଧବାର ସର୍ବସମ୍ମତି କ୍ରମେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବିରୋଧୀଦଳ ପକ୍ଷରୁ କେ ସୁରେଶ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଛି।

The post ଏନଡିଏକୁ ବିରୋଧୀଦଳର ଡବଲ ଝଟକା, ବାଚସ୍ପତି ପରେ ଏବେ ଉପବାଚସ୍ପତି ପଦ ପାଇଁ ବି ଦେବ ପ୍ରାର୍ଥୀ appeared first on Dharitri Odia News.