ଏବିସିଡି ଟ୍ରଷ୍ଟରେ ମଧୁବାବୁଙ୍କର ଜୟନ୍ତୀ ପାଳନ

ସମ୍ବଲପୁର:ଆଜି ଏବିସିଡି ଚାରିଟେବଳ ଟ୍ରଷ୍ଟ ପରିସର ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ସମସ୍ତ ଛାତ୍ର ଛାତ୍ରୀ ମାନେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଓଡ଼ିଆ ଜାତି ପାଇଁ ତାଙ୍କ ଅବଦାନ ତଥା ଅବିସ୍ମରଣୀୟ କାର୍ଯ୍ୟକୁ ସ୍ମରଣ କରିଥିଲେ ।ଟ୍ରଷ୍ଟ ସଭାପତି ରାଜେନ୍ଦ୍ର ଶତନାମୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ସୁନୀଲ ମଧୁସୂଦନ ଦାସ ଙ୍କ ଜୀବନି ବିଷୟ […] The post ଏବିସିଡି ଟ୍ରଷ୍ଟରେ ମଧୁବାବୁଙ୍କର ଜୟନ୍ତୀ ପାଳନ appeared first on Odisha.News.

ଏବିସିଡି ଟ୍ରଷ୍ଟରେ ମଧୁବାବୁଙ୍କର ଜୟନ୍ତୀ ପାଳନ

ସମ୍ବଲପୁର:ଆଜି ଏବିସିଡି ଚାରିଟେବଳ ଟ୍ରଷ୍ଟ ପରିସର ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ସମସ୍ତ ଛାତ୍ର ଛାତ୍ରୀ ମାନେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଓଡ଼ିଆ ଜାତି ପାଇଁ ତାଙ୍କ ଅବଦାନ ତଥା ଅବିସ୍ମରଣୀୟ କାର୍ଯ୍ୟକୁ ସ୍ମରଣ କରିଥିଲେ ।ଟ୍ରଷ୍ଟ ସଭାପତି ରାଜେନ୍ଦ୍ର ଶତନାମୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ସୁନୀଲ ମଧୁସୂଦନ ଦାସ ଙ୍କ ଜୀବନି ବିଷୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ।ଅଜୟ ସାହୁ,ମାସୁଦ ଆଲମ,ମୁକେଶ ମେହେର, ପରକ୍ଷିତ ମେହେର ଓ ଶିବାଶିଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

The post ଏବିସିଡି ଟ୍ରଷ୍ଟରେ ମଧୁବାବୁଙ୍କର ଜୟନ୍ତୀ ପାଳନ appeared first on Odisha.News.