ଏବେ କଣ କରିବେ ପାଣ୍ଡିଆନ୍ ?
କେଉଁଠି ଅଛନ୍ତି ପାଣ୍ଡିଆନ୍ ? ଭୁବନେଶ୍ୱରରେ ନା ଆଉ କେଉଁଠି ? ନିର୍ବାଚନ ଫଳାଫଳ ପରେ କୁହାଯାଉଥିବା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ମିଳୁନି ଦେଖା । ନା ଗଣମାଧ୍ୟମ ସାମ୍ନାକୁ ଆସୁଛନ୍ତି, ନା ପରାଜୟ ପରେ ପ୍ରେସମିଟ୍ କରି ନିଜ ବିବୃତି ରଖୁଛନ୍ତି ।