ଏବେ ପିଆଜ କାଟିଲେ ବାହାରିବ ନାହିଁ ଲୁହ ,ଜାଣନ୍ତୁ କଣ କରିବେ

ଆମ ଜୀବନରେ ଏମିତି ଅନେକ କିଛି ଘଟଣା ହୋଇଥାଏ ଯାହାକୁ ଆମେ ଅତି ସାମାନ୍ୟ ଭାବିଥାଉ । ତେବେ ଦୈନନ୍ଦିନ ଜୀବନରେ ଆମେ ବହୁତ ପ୍ରକାର କାମ କରିଥାଉ । ସେଥି ମଧ୍ୟରେ ରୋଷେଇ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯେତେବେଳ ଆମେ ରୋଷେଇ ପାଇଁ ପନିପରିବା କାଟିଥାଉ ଏହି ସମୟରେ ଆମେ ପିଆଜ ମଧ୍ୟ କାଟିଥାଉ । ସାଧାରଣତ! ପିଆଜକୁ ଆମେ ଯେତେବେଳେ କାଟିଥାଉ ସେହି ସମୟରେ ନିଶ୍ଚୟ ଆମ ଆଖିରୁ ଲୁହ ବାହାରିଥାଏ । […] The post ଏବେ ପିଆଜ କାଟିଲେ ବାହାରିବ ନାହିଁ ଲୁହ ,ଜାଣନ୍ତୁ କଣ କରିବେ appeared first on KNews Odisha.

ଏବେ ପିଆଜ କାଟିଲେ ବାହାରିବ ନାହିଁ ଲୁହ ,ଜାଣନ୍ତୁ କଣ କରିବେ
onion

ଆମ ଜୀବନରେ ଏମିତି ଅନେକ କିଛି ଘଟଣା ହୋଇଥାଏ ଯାହାକୁ ଆମେ ଅତି ସାମାନ୍ୟ ଭାବିଥାଉ । ତେବେ ଦୈନନ୍ଦିନ ଜୀବନରେ ଆମେ ବହୁତ ପ୍ରକାର କାମ କରିଥାଉ । ସେଥି ମଧ୍ୟରେ ରୋଷେଇ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯେତେବେଳ ଆମେ ରୋଷେଇ ପାଇଁ ପନିପରିବା କାଟିଥାଉ ଏହି ସମୟରେ ଆମେ ପିଆଜ ମଧ୍ୟ କାଟିଥାଉ । ସାଧାରଣତ! ପିଆଜକୁ ଆମେ ଯେତେବେଳେ କାଟିଥାଉ ସେହି ସମୟରେ ନିଶ୍ଚୟ ଆମ ଆଖିରୁ ଲୁହ ବାହାରିଥାଏ ।

ଆମେ ଆପଣଙ୍କୁ ଜଣାଇବୁ କେଉଁ ଉପାୟରେ ପିଆଜ କାଟିଲେ ଆପଣଙ୍କୁ ଆଉଁ କାନ୍ଦିବାକୁ ପଡିବ ନାହିଁ । ଯଦି ଏହି ପ୍ରଣାଳୀକୁ ଆପଣ ଅନୁକରଣ କରିବା ଯେତେବେଳେ ଆମେ ପିଆଜ କାଟିଥାଉ ସେହି ସମୟରେ ଆମ ଆଖିରୁ ଲୁହ ଝରିବା ଆରମ୍ଭ ହୋଇଯାଏ । ତେବେ ଆଜି ଆମେ ଜଣାଇବୁ ପିଆଜ କାଟିଲେ ମଧ୍ୟ
ଆପଣଙ୍କ ଆଖିରୁ ଲୁହଁ ବାହାରିବ ନାହିଁ ।

ସୋସିଆଲ ମିଡିଆରେ ଏକ ଭିଡି଼ଓ ସାମ୍ନାକୁ ଆସିଛି ଯାହାକି ଏକ ଡାକ୍ତରଙ୍କର । ସେ କାର୍ଲିଫର୍ଣ୍ଣିଆରେ ରୁହନ୍ତି । ସେ ଜରୁରୀକାଳୀନ ଔଷଧ ବିଭାଗରେ ସେ କାମ କରନ୍ତି । ତାଙ୍କ କହିବା ଅନୁସାରେ ଧଳା କିମ୍ବା ନୀଳ ରଙ୍ଗର ପିଆଜ ଅପେକ୍ଷା ନାଲି ରଙ୍ଗର ପିଆଜ କାଟିଲେ ଅଧିକା ଲୁହ ବାହାରିଥାଏ । ସେ ସେହି ଭିଡି଼ଓରେ କହିଛନ୍ତି କି ପିଆଜ କାଟିଲେ କାହିଁକି ଲୁହ ବାହାରେ । ସେ କହିଛନ୍ତି କି ପିଆଜରେ ଏକ ପ୍ରକାର ଏନଜାଇମ ଥାଏ ଫଳରେ ଏକ ଗାସ ଗ୍ୟାସ ସୃଷ୍ଟି ହୋଇଥାଏ ।

ପ୍ରପାନେଟିୟସ ଅକସାଇଡ୍ ନାମର ଏକ କେମିକାଲକୁ ନିୟନ୍ତ୍ରଣ କରିବା ପାଇଁ ଉପାୟ ଚିନ୍ତା କରିଛନ୍ତି । ସେ କହିଛନ୍ତି ଯହି ଆପଣ ପିଆଜ କାଟୁଛନ୍ତି ତାହାଲେ ନିଜ ପାଖରେ ଏକ ଓଦା ଗାମୁଛା ରଖିବାକୁ ପରାମର୍ଶ ଦେଇଛନ୍ତି । ଏହି ଟାୱଲ ପ୍ରପାନେଟିୟସ ଅକ୍ସାଇଡ ପାଇଁ ଚୁମ୍ବକ ଭଳି କାମ କରିବ । ଯାହା ଫଳରେ ଆପଣଙ୍କ ଆଖିରୁ ଲୁହ ବୋହିବ ନାହିଁ ।

The post ଏବେ ପିଆଜ କାଟିଲେ ବାହାରିବ ନାହିଁ ଲୁହ ,ଜାଣନ୍ତୁ କଣ କରିବେ appeared first on KNews Odisha.