ଏବେ ବି ପସ୍ତାଉଛି ପୁଞ୍ଜିଲାଲ

୭ ବର୍ଷ ତଳେ କରିଥିବା ଅପରାଧିକ କାଣ୍ଡ ପାଇଁ ଏବେ ବି ପସ୍ତାଉଛି ପୁଞ୍ଜିଲାଲ। ଜଣେ ଉଚ୍ଚ ଶିକ୍ଷିତ ହୋଇ ଏଭଳି ଜଘନ୍ୟ ଅପରାଧ ସେ କାହିଁକି କରିଥିଲା, ତାକୁ ନେଇ ବି ମନରେ ଗଭୀର ଅନୁଶୋଚନା। ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଂଜିଲାଲ ମେହେର, ତଦନ୍ତକାରୀ ଟିମ୍ ଆଗରେ ତା ଅପରାଧ ନେଇ ଯେଉଁ ସ୍ବୀକାରୋକ୍ତି କରିଛି, ତାର ଆଉ ଏକ ଏକ୍ସକ୍ଲୁସିିଭ୍ ଅଂଶ ଓଟିଭିର ହସ୍ତଗତ ହୋଇଛି।

ଏବେ ବି ପସ୍ତାଉଛି ପୁଞ୍ଜିଲାଲ
Array