ଏମିତି କ‘ଣ ହେଲା? ରାତାରାତି ଗାଇସିଲେଟରୁ ପଳେଇଲେ ବାଂଲାଦେଶୀ
ଗାଇସିଲେଟ,୧୪।୮(ଦୁର୍ଗାପ୍ରସାଦ ତ୍ରିବେଦୀ): ଗାଇସିଲେଟ ଅଞ୍ଚଳରେ ୪୦୦ରୁ ଅଧିକ ବାଙ୍ଗଲାଦେଶୀ (ରୋହିଙ୍ଗ୍ୟା) ଦୀର୍ଘବର୍ଷ ଧରି ରାଜମିସ୍ତ୍ରୀ ଭାବେ କାମ କରିଆସୁଛନ୍ତି। ନିକଟରେ ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାର ପ୍ରତିବାଦରେ ଓ କାୟାବିସ୍ତାର କରିବା ଆଶଙ୍କାରେ ଗାଇସିଲେଟ ସଚେତନ ନାଗରିକ ୟୁଥ କ୍ଲବ ସଭାପତି ରଞ୍ଜନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବାଙ୍ଗଲାଦେଶୀଙ୍କୁ ବିତାଡିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗାଇସିଲେଟ ଥାନା ସହଯୋଗ କରିବା ପାଇଁ ଏକ ଦରଖାସ୍ତ ମଧ୍ୟ ଦିଆଯାଇଥିଲା। ମଙ୍ଗଳବାର […] The post ଏମିତି କ‘ଣ ହେଲା? ରାତାରାତି ଗାଇସିଲେଟରୁ ପଳେଇଲେ ବାଂଲାଦେଶୀ appeared first on Dharitri Odia News.
ଗାଇସିଲେଟ,୧୪।୮(ଦୁର୍ଗାପ୍ରସାଦ ତ୍ରିବେଦୀ): ଗାଇସିଲେଟ ଅଞ୍ଚଳରେ ୪୦୦ରୁ ଅଧିକ ବାଙ୍ଗଲାଦେଶୀ (ରୋହିଙ୍ଗ୍ୟା) ଦୀର୍ଘବର୍ଷ ଧରି ରାଜମିସ୍ତ୍ରୀ ଭାବେ କାମ କରିଆସୁଛନ୍ତି। ନିକଟରେ ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାର ପ୍ରତିବାଦରେ ଓ କାୟାବିସ୍ତାର କରିବା ଆଶଙ୍କାରେ ଗାଇସିଲେଟ ସଚେତନ ନାଗରିକ ୟୁଥ କ୍ଲବ ସଭାପତି ରଞ୍ଜନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବାଙ୍ଗଲାଦେଶୀଙ୍କୁ ବିତାଡିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗାଇସିଲେଟ ଥାନା ସହଯୋଗ କରିବା ପାଇଁ ଏକ ଦରଖାସ୍ତ ମଧ୍ୟ ଦିଆଯାଇଥିଲା। ମଙ୍ଗଳବାର ସକାଳ ସୁଦ୍ଧା ସମସ୍ତ ବାଙ୍ଗଲାଦେଶୀ ପଳାୟନ କରିଛନ୍ତି।
The post ଏମିତି କ‘ଣ ହେଲା? ରାତାରାତି ଗାଇସିଲେଟରୁ ପଳେଇଲେ ବାଂଲାଦେଶୀ appeared first on Dharitri Odia News.