ଏମିତି କ୍ୟାଚ୍ ଧରିଲେ ସାଇ ସୁଦର୍ଶନ, ଭିଡିଓ ହେଉଛି ଭାଇରାଲ୍: ଦେଖିଲେ କହିବେ ବାଃ ବାଃ
ନୂଆଦିଲ୍ଲୀ,୨୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଜିତି ଭାରତ ସିରିଜ୍ ହାତେଇଛି। ଏହି ମ୍ୟାଚରେ ଯୁବ ଭାରତୀୟ ସାଇ ସୁଦର୍ଶନ ଏକ ଚମତ୍କାର କ୍ୟାଚ ନେଇଥିଲେ। ସାଇ ସୁଦର୍ଶନଙ୍କ କ୍ୟାଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି ଯେ, ସୁଦର୍ଶନ କିପରି କ୍ୟାଚ୍ ଧରିବା ପାଇଁ ଡେଇଁଛନ୍ତି। ଧରିବା ଏତେ ଆଶ୍ଚର୍ଯ୍ୟଜନକ କ୍ୟାଚ୍ ଥିଲା ଯେ, ଅମ୍ପାୟାର ମଧ୍ୟ ସେ […] The post ଏମିତି କ୍ୟାଚ୍ ଧରିଲେ ସାଇ ସୁଦର୍ଶନ, ଭିଡିଓ ହେଉଛି ଭାଇରାଲ୍: ଦେଖିଲେ କହିବେ ବାଃ ବାଃ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଜିତି ଭାରତ ସିରିଜ୍ ହାତେଇଛି। ଏହି ମ୍ୟାଚରେ ଯୁବ ଭାରତୀୟ ସାଇ ସୁଦର୍ଶନ ଏକ ଚମତ୍କାର କ୍ୟାଚ ନେଇଥିଲେ।
ସାଇ ସୁଦର୍ଶନଙ୍କ କ୍ୟାଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି ଯେ, ସୁଦର୍ଶନ କିପରି କ୍ୟାଚ୍ ଧରିବା ପାଇଁ ଡେଇଁଛନ୍ତି। ଧରିବା ଏତେ ଆଶ୍ଚର୍ଯ୍ୟଜନକ କ୍ୟାଚ୍ ଥିଲା ଯେ, ଅମ୍ପାୟାର ମଧ୍ୟ ସେ ଧରିପାରିଛନ୍ତି କି ନାହିଁ ତାହା ଯାଞ୍ଚ କରିଥିଲେ। ଦ୍ୱିତୀୟ ଇନିଂସର ୩୩ ଓଭରର ଦ୍ୱିତୀୟ ବଲରେ ସୁଦର୍ଶନ ଏହି କ୍ୟାଚ ନେଇଥିଲେ। ଦକ୍ଷିଣ ଆଫ୍ରିକାର ହେନ୍ରିଚ କ୍ଲାସେନ ଏହି କ୍ୟାଚ ମାଧ୍ୟମରେ ପାଭିଲିୟନକୁ ଫେରିଥିଲେ। ୨୨ ବଲରେ ୨୧ ରନ ସ୍କୋର କରି କ୍ଲାସେନ ଆଉଟ୍ ହୋଇଥିଲେ।
Sai Sudarshan Catch …!
Read More