ରେଡ୍ ମଡ୍ ପଣ୍ଡ୍ ଭାଙ୍ଗିବା ଘଟଣାରେ ବିଧାୟକ କହିଲେ ୫ ଗୁଣା…
ଭବାନୀପାଟଣା,୧୬ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତର ନୂଆ ରେଡ୍ ମଡ୍ ପଣ୍ଡ ପଣ୍ଡର ହୁଡା ଶନିବାର ବିଳମ୍ବିତ ରାତିରେ ଭାଙ୍ଗି ଯିବାରୁ ସ୍ଥାନୀୟ ଅଞ୍ଚଳର ରାସ୍ତା, ଚାଷଜମି ଓ ନିକଟସ୍ଥ ବଂଶଧାରା ନଦୀରେ ଦୂଷିତ ଜଳ ପ୍ରବାହିତ ହୋଇଥିଲା। ଏହି ଘଟଣାକୁ ନେଇଁ ରବିବାର ସନ୍ଧ୍ୟାରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରି କମ୍ପାନୀ ବିରୋଧରେ ବର୍ଷିଛନ୍ତି। ରେଡ୍ ମଡ ପଣ୍ଡ ଭାଙ୍ଗିବା ଘଟଣାର […] The post ରେଡ୍ ମଡ୍ ପଣ୍ଡ୍ ଭାଙ୍ଗିବା ଘଟଣାରେ ବିଧାୟକ କହିଲେ ୫ ଗୁଣା… appeared first on Dharitri Odia News.
ଭବାନୀପାଟଣା,୧୬ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତର ନୂଆ ରେଡ୍ ମଡ୍ ପଣ୍ଡ ପଣ୍ଡର ହୁଡା ଶନିବାର ବିଳମ୍ବିତ ରାତିରେ ଭାଙ୍ଗି ଯିବାରୁ ସ୍ଥାନୀୟ ଅଞ୍ଚଳର ରାସ୍ତା, ଚାଷଜମି ଓ ନିକଟସ୍ଥ ବଂଶଧାରା ନଦୀରେ ଦୂଷିତ ଜଳ ପ୍ରବାହିତ ହୋଇଥିଲା। ଏହି ଘଟଣାକୁ ନେଇଁ ରବିବାର ସନ୍ଧ୍ୟାରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରି କମ୍ପାନୀ ବିରୋଧରେ ବର୍ଷିଛନ୍ତି। ରେଡ୍ ମଡ ପଣ୍ଡ ଭାଙ୍ଗିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ କ୍ଷତିଗ୍ରସ୍ତଙ୍କୁ ୫ ଗୁଣା ଅଧିକ କ୍ଷତିପୂରଣ ଦେବାକୁ ସେ ରାଜ୍ୟ ସରକାରଙ୍କଠାରେ ଦାବି କରିଛନ୍ତି। ଏହି ସମୟରେ ବରିଷ୍ଠ କଂଗ୍ରେସ ନେତା ଧନୁର୍ଦ୍ଧର ଗହୀର ମଧ୍ୟ ଉପସ୍ଥିତ ଥିଲେ।
The post ରେଡ୍ ମଡ୍ ପଣ୍ଡ୍ ଭାଙ୍ଗିବା ଘଟଣାରେ ବିଧାୟକ କହିଲେ ୫ ଗୁଣା… appeared first on Dharitri Odia News.