ଏମିତି ବି ଆସେ ମୃତ୍ୟୁ: ରୋଷେଇ କରୁଥିବାବେଳେ ହେଲା ବଜ୍ରପାତ, ଚାଲିଗଲା ୨ ଜୀବନ

ପଦ୍ମପୁର,୩୦ା୪(ପ୍ରଦୀପ୍ତ ଦାଶ): ଏମିତି ବି ଆସେ ମୃତ୍ୟୁ। ଘରେ ରୋଷେଇ କରୁଥିବାବେଳେ ବଜ୍ରପାତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଗ୍ରାମରେ। ବୁଧବାର ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲଖମରା ଗାଁର ମମତା ମେହେର ଓ ଆଶିଷ ମେହେର। ବିଲ ନିକଟରେ ରହିଥିବା ଅସ୍ଥାୟୀ ଘରକୁ ଯାଇ ରୋଷେଇ କରୁଥିବା […] The post ଏମିତି ବି ଆସେ ମୃତ୍ୟୁ: ରୋଷେଇ କରୁଥିବାବେଳେ ହେଲା ବଜ୍ରପାତ, ଚାଲିଗଲା ୨ ଜୀବନ appeared first on Dharitri Odia News.

ଏମିତି ବି ଆସେ ମୃତ୍ୟୁ: ରୋଷେଇ କରୁଥିବାବେଳେ ହେଲା ବଜ୍ରପାତ, ଚାଲିଗଲା ୨ ଜୀବନ

ପଦ୍ମପୁର,୩୦ା୪(ପ୍ରଦୀପ୍ତ ଦାଶ): ଏମିତି ବି ଆସେ ମୃତ୍ୟୁ। ଘରେ ରୋଷେଇ କରୁଥିବାବେଳେ ବଜ୍ରପାତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଗ୍ରାମରେ। ବୁଧବାର ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲଖମରା ଗାଁର ମମତା ମେହେର ଓ ଆଶିଷ ମେହେର। ବିଲ ନିକଟରେ ରହିଥିବା ଅସ୍ଥାୟୀ ଘରକୁ ଯାଇ ରୋଷେଇ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା।

The post ଏମିତି ବି ଆସେ ମୃତ୍ୟୁ: ରୋଷେଇ କରୁଥିବାବେଳେ ହେଲା ବଜ୍ରପାତ, ଚାଲିଗଲା ୨ ଜୀବନ appeared first on Dharitri Odia News.