ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଜୀବନ ଧାରା-୨’; ପଞ୍ଜୀକରଣ ଅବଧି ସର୍ବନିମ୍ନ ୨୦ବର୍ଷ

ଭୁବନେଶ୍ୱର,୨୧।୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଧାରା-୨(ପ୍ଲାନ୍‌ ନଂ. ୮୭୨)’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏଲ୍‌ଆଇସିର ଅଧ୍ୟକ୍ଷ (ଚେୟାରମ୍ୟାନ) ସିଦ୍ଧାର୍ଥ ମହାନ୍ତି ନିଗମର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଉକ୍ତ ପ୍ଲାନ୍‌କୁ ଉନ୍ମୋଚନ କରିଥିଲେ। ଏପରିକି ଏହି ପ୍ଲାନ୍‌ ୨୦୨୪ ଜାନୁଆରୀ ୨୨ରୁ ବିଧିବଦ୍ଧ ଭାବେ ବଜାରରେ ଉପଲବ୍ଧ ହେବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଏହି […] The post ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଜୀବନ ଧାରା-୨’; ପଞ୍ଜୀକରଣ ଅବଧି ସର୍ବନିମ୍ନ ୨୦ବର୍ଷ appeared first on Dharitri Odia News.

ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଜୀବନ ଧାରା-୨’; ପଞ୍ଜୀକରଣ ଅବଧି ସର୍ବନିମ୍ନ ୨୦ବର୍ଷ

ଭୁବନେଶ୍ୱର,୨୧।୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଧାରା-୨(ପ୍ଲାନ୍‌ ନଂ. ୮୭୨)’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏଲ୍‌ଆଇସିର ଅଧ୍ୟକ୍ଷ (ଚେୟାରମ୍ୟାନ) ସିଦ୍ଧାର୍ଥ ମହାନ୍ତି ନିଗମର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଉକ୍ତ ପ୍ଲାନ୍‌କୁ ଉନ୍ମୋଚନ କରିଥିଲେ। ଏପରିକି ଏହି ପ୍ଲାନ୍‌ ୨୦୨୪ ଜାନୁଆରୀ ୨୨ରୁ ବିଧିବଦ୍ଧ ଭାବେ ବଜାରରେ ଉପଲବ୍ଧ ହେବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଏହି ପ୍ଲାନ୍‌ ଏକ ଇଣ୍ଡିଭିଜୁଆଲ, ସେଭିଂ, ଡେଫର୍ଡ ଆନୁଟି ପ୍ଲାନ୍‌ ହୋଇଥିବାବେଳେ ଏହାର ପଞ୍ଜୀକରଣ ଅବଧି ସର୍ବନିମ୍ନ ୨୦ବର୍ଷ ରହିଛି।

The post ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଜୀବନ ଧାରା-୨’; ପଞ୍ଜୀକରଣ ଅବଧି ସର୍ବନିମ୍ନ ୨୦ବର୍ଷ appeared first on Dharitri Odia News.