ଏଲ୍‌ଜିର ନୂତନ ଉତ୍ପାଦ ‘ଏଲ୍‌ଜି ମୁଡ୍‌ ଅଫ୍‌ ଟିମ୍‌’ ଉନ୍ମୋଚିତ

ଭୁବନେଶ୍ୱର,୨୧।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ କଞ୍ଜୁମର ଡୁରାବେଲ ବ୍ରାଣ୍ଡ୍‌ ‘ଏଲ୍‌ଜି ଇଲେକ୍ଟ୍ରୋନିକ୍ସ’ର ନୂତନ ଉତ୍ପାଦ ଏଲ୍‌ଜି ମୁଡ୍‌ ଅଫ୍‌ ଟିମ୍‌ ରେଫ୍ରିଜରେଟରର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଲାକ୍‌ମୀ ଫ୍ୟାଶନ ଉଇକ୍‌ ଅବସରରେ ବ୍ରାଣ୍ଡ୍‌ର ଉକ୍ତ ଉତ୍ପାଦ ଲୋକପ୍ରିୟ ଫ୍ୟାଶନ ଡିଜାଇନର ଡୁ, ଗୌରୀ ଏବଂ ନୈନିକାଙ୍କ ସହଭାଗିତାରେ ଉନ୍ମୋଚିତ ହୋଇଯାଇଛି। ଏ ସମ୍ପର୍କରେ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆର ନିର୍ଦ୍ଦେଶକ (ହୋମ୍‌ ଆପ୍ଲାଏନ୍ସ ଆଣ୍ଡ ଏୟାର କଣ୍ଡିଶନର) ହ୍ବାଆଙ୍ଗ ୟଙ୍ଗ୍‌ମିନ୍‌ କହିଛନ୍ତି, […] The post ଏଲ୍‌ଜିର ନୂତନ ଉତ୍ପାଦ ‘ଏଲ୍‌ଜି ମୁଡ୍‌ ଅଫ୍‌ ଟିମ୍‌’ ଉନ୍ମୋଚିତ appeared first on Dharitri Odia News.

ଏଲ୍‌ଜିର ନୂତନ ଉତ୍ପାଦ ‘ଏଲ୍‌ଜି ମୁଡ୍‌ ଅଫ୍‌ ଟିମ୍‌’ ଉନ୍ମୋଚିତ

ଭୁବନେଶ୍ୱର,୨୧।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ କଞ୍ଜୁମର ଡୁରାବେଲ ବ୍ରାଣ୍ଡ୍‌ ‘ଏଲ୍‌ଜି ଇଲେକ୍ଟ୍ରୋନିକ୍ସ’ର ନୂତନ ଉତ୍ପାଦ ଏଲ୍‌ଜି ମୁଡ୍‌ ଅଫ୍‌ ଟିମ୍‌ ରେଫ୍ରିଜରେଟରର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଲାକ୍‌ମୀ ଫ୍ୟାଶନ ଉଇକ୍‌ ଅବସରରେ ବ୍ରାଣ୍ଡ୍‌ର ଉକ୍ତ ଉତ୍ପାଦ ଲୋକପ୍ରିୟ ଫ୍ୟାଶନ ଡିଜାଇନର ଡୁ, ଗୌରୀ ଏବଂ ନୈନିକାଙ୍କ ସହଭାଗିତାରେ ଉନ୍ମୋଚିତ ହୋଇଯାଇଛି। ଏ ସମ୍ପର୍କରେ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆର ନିର୍ଦ୍ଦେଶକ (ହୋମ୍‌ ଆପ୍ଲାଏନ୍ସ ଆଣ୍ଡ ଏୟାର କଣ୍ଡିଶନର) ହ୍ବାଆଙ୍ଗ ୟଙ୍ଗ୍‌ମିନ୍‌ କହିଛନ୍ତି, ବ୍ରାଣ୍ଡ୍‌ର ନୂତନ ଉତ୍ପାଦକୁ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହାର ଡିଜାଇନ , କଲର ଓ ଅତ୍ୟାଧୁନିକ ସୁବିଧା ଗ୍ରାହକଙ୍କୁ ବେଶ୍‌ ଆକର୍ଷିତ କରିବ। ସେହିଭଳି ଲାକ୍‌ମି ଫ୍ୟାଶନ ଉଇକ୍‌ରେ ଆମେ ଲୋକପ୍ରିୟ ଫ୍ୟାଶନ ଡିଜାଇନର ଡୁ, ଗୌରୀ ଏବଂ ନୈନିକାଙ୍କ ସହଭାଗିତାରେ ଏହାକୁ ଅନାବରଣ ସହ ବଜାର ପ୍ରବେଶ କରାଇପାରିଛୁ।

The post ଏଲ୍‌ଜିର ନୂତନ ଉତ୍ପାଦ ‘ଏଲ୍‌ଜି ମୁଡ୍‌ ଅଫ୍‌ ଟିମ୍‌’ ଉନ୍ମୋଚିତ appeared first on Dharitri Odia News.