ରାଜଧାନୀରେ ଏନ୍କାଉଣ୍ଟର
ଭୁବନେଶ୍ୱର,୧୭ା୨: ରାଜଧାନୀରେ ପୋଲିସର ଏନ୍କାଉଣ୍ଟର। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରରେ ଆନଃରାଜ୍ୟ ଲୁଟେରାକୁ ଏନ୍କାଉଣ୍ଟର କରିଛି ପୋଲିସ। ଏହି ଏନ୍କାଉଣ୍ଟରରେ ଆପାର୍ଟମେଣ୍ଟ ଲୁଟେରା ଅର୍ଜ୍ଜୁନ ଅନାରେ ଆହତ ହୋଇଛନ୍ତି। ତାଙ୍କ ବାମପଟ ଆଣ୍ଠୁରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। The post ରାଜଧାନୀରେ ଏନ୍କାଉଣ୍ଟର appeared first on Dharitri Odia News.
ଭୁବନେଶ୍ୱର,୧୭ା୨: ରାଜଧାନୀରେ ପୋଲିସର ଏନ୍କାଉଣ୍ଟର। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରରେ ଆନଃରାଜ୍ୟ ଲୁଟେରାକୁ ଏନ୍କାଉଣ୍ଟର କରିଛି ପୋଲିସ। ଏହି ଏନ୍କାଉଣ୍ଟରରେ ଆପାର୍ଟମେଣ୍ଟ ଲୁଟେରା ଅର୍ଜ୍ଜୁନ ଅନାରେ ଆହତ ହୋଇଛନ୍ତି। ତାଙ୍କ ବାମପଟ ଆଣ୍ଠୁରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
The post ରାଜଧାନୀରେ ଏନ୍କାଉଣ୍ଟର appeared first on Dharitri Odia News.