ଏସ୍‌ପିର ବଡ଼ ଦାବି: କେଶବ ମୌର୍ଯ୍ୟ କରିଦେଲେ ଖେଳ, କିଛି ମାସରେ ମୁଖ୍ୟମନ୍ତ୍ରୀ ଯୋଗୀ…

ଲକ୍ଷ୍ନୌ,୧୯।୭: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କ ମଧ୍ୟରେ ତିକ୍ତତା ଶୀର୍ଷରେ ରହିଛି, ଯେଉଁଥିରେ ବିରୋଧୀ ଦଳ ସମାଜବାଦୀ ପାର୍ଟି କ୍ରମାଗତ ଭାବେ ଟାର୍ଗେଟ୍‌ କରୁଛି। ଏହି ସମୟରେ ଏସ୍‌ପି ଯୋଗୀଙ୍କ ବିଷୟରେ ଏକ ବଡ ଦାବି କରିଛି। ଏସ୍‌ପି କହିଛି ଯେ ଆସନ୍ତା କିଛି ମାସ ମଧ୍ୟରେ ସିଏମ ଯୋଗୀ ଆଦିତ୍ୟନାଥ ତାଙ୍କ ଚେୟାର ହରାଇବେ। କେଶବ ମୌର୍ଯ୍ୟ ସିଏମ ଯୋଗୀ ଏବଂ ଭାଜପା ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀଙ୍କ ବିପକ୍ଷରେ […] The post ଏସ୍‌ପିର ବଡ଼ ଦାବି: କେଶବ ମୌର୍ଯ୍ୟ କରିଦେଲେ ଖେଳ, କିଛି ମାସରେ ମୁଖ୍ୟମନ୍ତ୍ରୀ ଯୋଗୀ… appeared first on Dharitri Odia News.

ଏସ୍‌ପିର ବଡ଼ ଦାବି: କେଶବ ମୌର୍ଯ୍ୟ କରିଦେଲେ ଖେଳ, କିଛି ମାସରେ ମୁଖ୍ୟମନ୍ତ୍ରୀ ଯୋଗୀ…

ଲକ୍ଷ୍ନୌ,୧୯।୭: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କ ମଧ୍ୟରେ ତିକ୍ତତା ଶୀର୍ଷରେ ରହିଛି, ଯେଉଁଥିରେ ବିରୋଧୀ ଦଳ ସମାଜବାଦୀ ପାର୍ଟି କ୍ରମାଗତ ଭାବେ ଟାର୍ଗେଟ୍‌ କରୁଛି। ଏହି ସମୟରେ ଏସ୍‌ପି ଯୋଗୀଙ୍କ ବିଷୟରେ ଏକ ବଡ ଦାବି କରିଛି। ଏସ୍‌ପି କହିଛି ଯେ ଆସନ୍ତା କିଛି ମାସ ମଧ୍ୟରେ ସିଏମ ଯୋଗୀ ଆଦିତ୍ୟନାଥ ତାଙ୍କ ଚେୟାର ହରାଇବେ। କେଶବ ମୌର୍ଯ୍ୟ ସିଏମ ଯୋଗୀ ଏବଂ ଭାଜପା ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀଙ୍କ ବିପକ୍ଷରେ ଖେଳ କରିଦେଇଛନ୍ତି।

ସମାଜବାଦୀ ପାର୍ଟି ସୋସିଆଲ ମିଡିଆ ସାଇଟରେ ଭାଜପାକୁ ଟାର୍ଗେଟ କରିଛି ଆଉ କହିଛି ନିଜ ଘରେ ନେତାଙ୍କ ସହ ଭେଟି ଯୋଗୀଙ୍କ ବିରୋଧରେ କେଶବ ମୌର୍ଯ୍ୟ ଭିତିରିଆ ଖେଳ କରିଦେଇଛନ୍ତି। ସମ୍ଭବତଃ ସିଏମ ଯୋଗୀ ଆସନ୍ତା କିଛି ମାସ ମଧ୍ୟରେ ତାଙ୍କ ପଦ ହରାଇପାରନ୍ତି।

The post ଏସ୍‌ପିର ବଡ଼ ଦାବି: କେଶବ ମୌର୍ଯ୍ୟ କରିଦେଲେ ଖେଳ, କିଛି ମାସରେ ମୁଖ୍ୟମନ୍ତ୍ରୀ ଯୋଗୀ… appeared first on Dharitri Odia News.