ଏହି ଆସନରୁ ଲଢିବେ ମନମୋହନ
ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଅବଶିଷ୍ଟ ୩୫ ଆସନରେ ଭାଜପା ପ୍ରାର୍ଥୀ ଘୋଷଣା କରିନାହିଁ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଏଥର ପୁଣି ଚାନ୍ଦବାଲିରୁ ପ୍ରାର୍ଥୀ କରିଛି। ଏଣେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମ୍ବଲପୁରରୁ ପୁଣି ଟିକେଟ୍ ପାଇଛନ୍ତି। The post ଏହି ଆସନରୁ ଲଢିବେ ମନମୋହନ appeared first on Dharitri Odia News.
ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଅବଶିଷ୍ଟ ୩୫ ଆସନରେ ଭାଜପା ପ୍ରାର୍ଥୀ ଘୋଷଣା କରିନାହିଁ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଏଥର ପୁଣି ଚାନ୍ଦବାଲିରୁ ପ୍ରାର୍ଥୀ କରିଛି। ଏଣେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମ୍ବଲପୁରରୁ ପୁଣି ଟିକେଟ୍ ପାଇଛନ୍ତି।
The post ଏହି ଆସନରୁ ଲଢିବେ ମନମୋହନ appeared first on Dharitri Odia News.