ଲଣ୍ଡନରେ ଘରର ଦାମ୍ କେତେ…? ପିଟରସନଙ୍କୁ ପଚାରୁଥିଲେ ବିରାଟ କୋହଲି…
ନୂଆଦିଲ୍ଲୀ,୧୦।୨: କଟକରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ସମୟରେ ଫିଲ୍ଡିଂ କରୁଥିବା ସମୟରେ ବିରାଟ କୋହଲି ଇଲଂଣ୍ଡର ପୂର୍ବତନ ଭେଟେରାନ କେଭିନ୍ ପିଟରସେନଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ଏହାପରେ ଲୋକେ ଉଭୟଙ୍କ ଫଟୋ ଦେଖି ନାନାଦି କଳ୍ପନା କରିଥିଲେ। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ ଏହାକୁ ନେଇ ପିଟରସେନଙ୍କ ପ୍ରଶଂସକଙ୍କୁ ମଜାଦାର ପ୍ରଶ୍ନ ପଚାରିଥିଲେ। କମେଣ୍ଟେଟର ଭାବେ ପିଟରସେନ ଇଂଲଣ୍ଡ-ଭାରତ ସିରିଜ ଲାଗି ଭାରତରେ ଅଛନ୍ତି। ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବେଶ ଭଲ। […] The post ଲଣ୍ଡନରେ ଘରର ଦାମ୍ କେତେ…? ପିଟରସନଙ୍କୁ ପଚାରୁଥିଲେ ବିରାଟ କୋହଲି… appeared first on Dharitri Odia News.
କମେଣ୍ଟେଟର ଭାବେ ପିଟରସେନ ଇଂଲଣ୍ଡ-ଭାରତ ସିରିଜ ଲାଗି ଭାରତରେ ଅଛନ୍ତି। ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବେଶ ଭଲ। ଆହତ ସମସ୍ୟା ଯୋଗୁ ଯେତେବେଳେ ବିରାଟ ପ୍ରଥମ ଦିନିକିଆ ଖେଳି ନ ଥିଲେ ସେତେବେଳେ ସେ ନିଜର ଆଘାତକୁ ପିଟରସେନଙ୍କୁ ଦେଖାଇଥିଲେ। ସେହିଭଳି ଦ୍ୱିତୀୟ ଦିନିକିଆ ସମୟରେ ଉଭୟ ବାଉଣ୍ଡ୍ରି ପାଖରେ ଛିଡ଼ା ହୋଇ କଥା ହୋଇଥିଲେ। ଆକାଶ ଚୋପ୍ରା
Virat Kohli having a chat with Kevin Pietersen
Aakash chopra in commentary – ‘Virat Kohli puch rahe honge koi acchi locality batao england mein rehne ke liye
aajkal bohot aana jaana hota hai Virat ka ‘ pic.twitter.com/fnLc30X2qW
— Jeet (@JeetN25) February 9, 2025
The post ଲଣ୍ଡନରେ ଘରର ଦାମ୍ କେତେ…? ପିଟରସନଙ୍କୁ ପଚାରୁଥିଲେ ବିରାଟ କୋହଲି… appeared first on Dharitri Odia News.
