ଏହି ଭଳି ତିଆରି ହେଉଛି ପାମ୍ପଡ, ଭିଡିଓ ଦେଖିଲେ ଆଉ ଖାଇବାକୁ ଇଚ୍ଛା କରିବେନି
ପାମ୍ପଡ ଖାଇବାକୁ କାହାକୁ ଅବା ଭଲ ନ ଲଗେ। ଅଧିକାଂଶ ଲୋକ ଘରେ ପାମ୍ପଡ ତିଆରି କରିଥାନ୍ତି। ହେଲେ କାରଖାନାରୁ ଆସୁଥିବା ପାମ୍ପଡ କିଭଳି ପ୍ରସ୍ତୁତ କରାଯାଏ ଆପଣ ଜାଣିଛନ୍ତି କି? ବର୍ତ୍ତମାନ କାରଖାନା ତିଆରି ପାମ୍ପଡ ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଖାଇବା ଭୁଲିଯିବେ। ଭାଇରାଲ ହେଉଥିବା ଏହି ଭିଡିଓରେ ଏକ କାରଖାନା ଦୃଶ୍ୟମାନ ହେଉଛି । ଯେଉଁଥିରେ ପାମ୍ପଡ ତିଆରି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେଖାଯାଉଛି […] The post ଏହି ଭଳି ତିଆରି ହେଉଛି ପାମ୍ପଡ, ଭିଡିଓ ଦେଖିଲେ ଆଉ ଖାଇବାକୁ ଇଚ୍ଛା କରିବେନି appeared first on Dharitri Odia News.
ପାମ୍ପଡ ଖାଇବାକୁ କାହାକୁ ଅବା ଭଲ ନ ଲଗେ। ଅଧିକାଂଶ ଲୋକ ଘରେ ପାମ୍ପଡ ତିଆରି କରିଥାନ୍ତି। ହେଲେ କାରଖାନାରୁ ଆସୁଥିବା ପାମ୍ପଡ କିଭଳି ପ୍ରସ୍ତୁତ କରାଯାଏ ଆପଣ ଜାଣିଛନ୍ତି କି? ବର୍ତ୍ତମାନ କାରଖାନା ତିଆରି ପାମ୍ପଡ ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଖାଇବା ଭୁଲିଯିବେ।
ଭାଇରାଲ ହେଉଥିବା ଏହି ଭିଡିଓରେ ଏକ କାରଖାନା ଦୃଶ୍ୟମାନ ହେଉଛି । ଯେଉଁଥିରେ ପାମ୍ପଡ ତିଆରି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେଖାଯାଉଛି । ପାମ୍ପଡ ମଇଦାକୁ କିପରି ଦଳା ଯାଉଛି। ଆଉ ତା’ପରେ ଏହାକୁ କିପରି ଗୋଲାକାର ଆକୃତି ଦିଆଯାଉଛି । ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପାମ୍ପଡ ତିଆରି କରିବା ସମୟରେ କୌଣସି ସ୍ଥାନରେ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଆଯାଇ ନାହିଁ । ଜଣେ ମହିଳା ଖାଲି ପାଦରେ ପାମ୍ପଡ ମଇଦାକୁ ଚକଟୁଛନ୍ତି। ମହିଳାଙ୍କ ପାଦରୁ ସମସ୍ତ ମଇଳା ପାମ୍ପଡରେ ମିଶ୍ରିତ ହେଉଛି। ପାପଡ ତିଆରି କରିବାର ଏହି ପଦ୍ଧତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
The post ଏହି ଭଳି ତିଆରି ହେଉଛି ପାମ୍ପଡ, ଭିଡିଓ ଦେଖିଲେ ଆଉ ଖାଇବାକୁ ଇଚ୍ଛା କରିବେନି appeared first on Dharitri Odia News.