ଏହି ଯୁବତୀଙ୍କ ଜିଭ ଦେଖି ଲାଗିବ ୪୪୦ ଭୋଲ୍ଟର ଝଟ୍କା: ଦେଖନ୍ତୁ ଭିଡିଓ
ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ଯୁବତୀ ନିଜ ଜିଭ ଦେଖାଉଥିବାର ଦେଖାଯାଇଛି। HALEWWWW ନାମକ ଏକ ଆକାଉଣ୍ଟରୁ ଶେୟାର ହୋଇଥିବା ଏହି ଭିଡିଓରେ, ଜଣେ ଯୁବତୀ କ୍ୟାମେରା ଆଗକୁ ଆସି ଏପରି ଏକ ଅଭିନୟ କରନ୍ତି, ଯାହାକୁ ଦେଖି ଭୟ ଲାଗିବ। ପ୍ରଥମେ ଯୁବତୀ ହସି ହସି ଆସନ୍ତି ଏବଂ ତା’ପରେ ସେ ମୁହଁ ଖୋଲି ଜିଭ ବାହାର କରିବା ମାତ୍ରେ ସହଜେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ। […] The post ଏହି ଯୁବତୀଙ୍କ ଜିଭ ଦେଖି ଲାଗିବ ୪୪୦ ଭୋଲ୍ଟର ଝଟ୍କା: ଦେଖନ୍ତୁ ଭିଡିଓ appeared first on Dharitri Odia News.
ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ଯୁବତୀ ନିଜ ଜିଭ ଦେଖାଉଥିବାର ଦେଖାଯାଇଛି। HALEWWWW ନାମକ ଏକ ଆକାଉଣ୍ଟରୁ ଶେୟାର ହୋଇଥିବା ଏହି ଭିଡିଓରେ, ଜଣେ ଯୁବତୀ କ୍ୟାମେରା ଆଗକୁ ଆସି ଏପରି ଏକ ଅଭିନୟ କରନ୍ତି, ଯାହାକୁ ଦେଖି ଭୟ ଲାଗିବ। ପ୍ରଥମେ ଯୁବତୀ ହସି ହସି ଆସନ୍ତି ଏବଂ ତା’ପରେ ସେ ମୁହଁ ଖୋଲି ଜିଭ ବାହାର କରିବା ମାତ୍ରେ ସହଜେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ଯୁବତୀ ଜିଭ ସାଧାରଣ ଅପେକ୍ଷା ବହୁତ ବଡ ଦେଖାଯାଉଛି। ସେ ମଧ୍ୟ ଜିଭକୁ ସମ୍ପୂର୍ଣ୍ଣ କରି ଦେଖାଉଛନ୍ତି।
ଏହି ଭିଡିଓଟି ଲକ୍ଷ ଲକ୍ଷ ଥର ଦେଖାଯାଇଛି ଏବଂ ପ୍ରାୟ ୧୫ ହଜାର ଲାଇକ ପାଇଛି।ଲୋକମାନେ ଭିଡିଓ ଉପରେ ମନ୍ତବ୍ୟ ଦେଇ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି। କିଛି ଲୋକ ମଜା କରୁଥିବା ମଧ୍ୟ ଦେଖାଯାଇଥିଲା।
The post ଏହି ଯୁବତୀଙ୍କ ଜିଭ ଦେଖି ଲାଗିବ ୪୪୦ ଭୋଲ୍ଟର ଝଟ୍କା: ଦେଖନ୍ତୁ ଭିଡିଓ appeared first on Dharitri Odia News.