ଏହିଦିନ ପ୍ରକାଶ ପାଇବ ପିଜି ମେରିଟ୍ ଲିଷ୍ଟ୍
ଭୁବନେଶ୍ୱର,୩୧ା୭: ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଅଗଷ୍ଟ ୫ ଅପରାହ୍ନ ୪ଟାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍ ଫିଲିଂ ହେବ। ୨୦ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ କରାଯିବ। ଅଗଷ୍ଟ ୩୧ରେ ଦ୍ବିତୀୟ ରାଉଣ୍ଡ ସିଟ ଆଲଟମେଣ୍ଟ ଲିଷ୍ଟ ଆସିବ। The post ଏହିଦିନ ପ୍ରକାଶ ପାଇବ ପିଜି ମେରିଟ୍ ଲିଷ୍ଟ୍ appeared first on Dharitri Odia News.
ଭୁବନେଶ୍ୱର,୩୧ା୭: ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଅଗଷ୍ଟ ୫ ଅପରାହ୍ନ ୪ଟାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍ ଫିଲିଂ ହେବ। ୨୦ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ କରାଯିବ। ଅଗଷ୍ଟ ୩୧ରେ ଦ୍ବିତୀୟ ରାଉଣ୍ଡ ସିଟ ଆଲଟମେଣ୍ଟ ଲିଷ୍ଟ ଆସିବ।
The post ଏହିଦିନ ପ୍ରକାଶ ପାଇବ ପିଜି ମେରିଟ୍ ଲିଷ୍ଟ୍ appeared first on Dharitri Odia News.