ଏହିମାନେ ବିଜେଡିକୁ ହରାଇଛନ୍ତି, ବରିଷ୍ଠ ନେତା ନୃସିଂହ ସାହୁ ବିସ୍ଫୋରକ ବୟାନ
ଭୁବନେଶ୍ୱର,୧୨।୭: ବିଜେଡି ପରାଜୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡି ପରାଜୟକୁ ନେଇ ସେ କହିଛନ୍ତି, ବିଜେଡି ହିଁ ବିଜେଡିକୁ ହରାଇଛି। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ। ସେ ଆହୁରି କହିଛନ୍ତି, ବହୁତ କ୍ଷେତ୍ରରେ ବିଜେଡି ଲୋକ ବିଜେଡିକୁ ହରାଇଛନ୍ତି। ଭୋଟ ପଛରେ ନଲାଗି ପ୍ରାର୍ଥୀଙ୍କୁ ହରାଇବାକୁ ଲାଗିଲେ। ଜିତିଛୁ, ଜିତିବୁ, ଓଭର କନ୍ଫିଡେଣ୍ଟ ପାଇଁ ଢିଲା ହୋଇଗଲା ବିଜେଡି। The post ଏହିମାନେ ବିଜେଡିକୁ ହରାଇଛନ୍ତି, ବରିଷ୍ଠ ନେତା ନୃସିଂହ ସାହୁ ବିସ୍ଫୋରକ ବୟାନ appeared first on Dharitri Odia News.
ଭୁବନେଶ୍ୱର,୧୨।୭: ବିଜେଡି ପରାଜୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡି ପରାଜୟକୁ ନେଇ ସେ କହିଛନ୍ତି, ବିଜେଡି ହିଁ ବିଜେଡିକୁ ହରାଇଛି। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ।
ସେ ଆହୁରି କହିଛନ୍ତି, ବହୁତ କ୍ଷେତ୍ରରେ ବିଜେଡି ଲୋକ ବିଜେଡିକୁ ହରାଇଛନ୍ତି। ଭୋଟ ପଛରେ ନଲାଗି ପ୍ରାର୍ଥୀଙ୍କୁ ହରାଇବାକୁ ଲାଗିଲେ। ଜିତିଛୁ, ଜିତିବୁ, ଓଭର କନ୍ଫିଡେଣ୍ଟ ପାଇଁ ଢିଲା ହୋଇଗଲା ବିଜେଡି।
The post ଏହିମାନେ ବିଜେଡିକୁ ହରାଇଛନ୍ତି, ବରିଷ୍ଠ ନେତା ନୃସିଂହ ସାହୁ ବିସ୍ଫୋରକ ବୟାନ appeared first on Dharitri Odia News.