ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୩ ବୋଟ

ପାରାଦୀପ,୬୩(ଶରତ ରାଉତ): ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ୩ଟି ବୋଟ ଜଳିଯାଇଛି। ପ୍ରଥମେ ଗୋଟିଏ ବୋଟ୍‌ରେ ନିଆଁ ଲାଗିବା ଫଳରେ ତା’ ସଂସ୍ପର୍ଶରେ ଆସି ଆଉ ୨ଟି ବୋଟ୍‌ ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳକୁ ଗଲା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ପାଖାପାଖି ଅନେକ ବୋଟ ଥିବାରୁ ସ୍ଥିତି ଅଣାୟତ୍ତ ହେବାର ଆଶଙ୍କା କରାଯାଉଛି। The post ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୩ ବୋଟ appeared first on Dharitri Odia News.

ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୩ ବୋଟ

ପାରାଦୀପ,୬୩(ଶରତ ରାଉତ): ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ୩ଟି ବୋଟ ଜଳିଯାଇଛି। ପ୍ରଥମେ ଗୋଟିଏ ବୋଟ୍‌ରେ ନିଆଁ ଲାଗିବା ଫଳରେ ତା’ ସଂସ୍ପର୍ଶରେ ଆସି ଆଉ ୨ଟି ବୋଟ୍‌ ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳକୁ ଗଲା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ପାଖାପାଖି ଅନେକ ବୋଟ ଥିବାରୁ ସ୍ଥିତି ଅଣାୟତ୍ତ ହେବାର ଆଶଙ୍କା କରାଯାଉଛି।

The post ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୩ ବୋଟ appeared first on Dharitri Odia News.