ଓଡ଼ିଶା ଆସିଥିଲେ ପାକିସ୍ତାନୀ ଗୁପ୍ତଚର: ଏବେ ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲାଣି ଡ୍ରୋନ୍‌

ଭୁବନେଶ୍ୱର,୧୯।୫: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ ।ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି।ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା । ଏହା ସତ୍ତ୍ବେ ମଧ୍ୟ ଉଡ଼ିଛି ଡ୍ରୋନ୍‌। ଏହା ଦେଖିବା ପରେ ପୋଲିସକୁ ଅବଗତ କଲେ ମନ୍ଦିର ସେବାୟତ। ତେବେ ଏହି ଡ୍ରୋନ କିଏ କାହିଁକି ଉଡ଼ାଇଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମନ୍ଦିର ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକେ […] The post ଓଡ଼ିଶା ଆସିଥିଲେ ପାକିସ୍ତାନୀ ଗୁପ୍ତଚର: ଏବେ ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲାଣି ଡ୍ରୋନ୍‌ appeared first on Dharitri Odia News.

ଓଡ଼ିଶା ଆସିଥିଲେ ପାକିସ୍ତାନୀ ଗୁପ୍ତଚର: ଏବେ ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲାଣି ଡ୍ରୋନ୍‌

ଭୁବନେଶ୍ୱର,୧୯।୫: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ ।ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି।ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା । ଏହା ସତ୍ତ୍ବେ ମଧ୍ୟ ଉଡ଼ିଛି ଡ୍ରୋନ୍‌। ଏହା ଦେଖିବା ପରେ ପୋଲିସକୁ ଅବଗତ କଲେ ମନ୍ଦିର ସେବାୟତ। ତେବେ ଏହି ଡ୍ରୋନ କିଏ କାହିଁକି ଉଡ଼ାଇଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମନ୍ଦିର ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାପ୍ରକଟ କରିଛନ୍ତି।

ଅନ୍ୟପକ୍ଷେ ପାକିସ୍ତାନୀ ଗୁପ୍ତଚରଙ୍କ ପୁରୀ ଲିଙ୍କକୁ ପୋଲିସ ତନାଘନା ଚଳାଇଥିବା ବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଡ୍ରୋନ ଉଡ଼ିବା ପ୍ରସଙ୍ଗକୁ ଆହୁରି ସଙ୍ଗୀନ କରିଛି।

The post ଓଡ଼ିଶା ଆସିଥିଲେ ପାକିସ୍ତାନୀ ଗୁପ୍ତଚର: ଏବେ ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲାଣି ଡ୍ରୋନ୍‌ appeared first on Dharitri Odia News.