ଓଡ଼ିଶା ପୋଲିସର ନିର୍ବାଚନ ପ୍ରସ୍ତୁତି, ନକ୍ସଲ ଅଧ୍ୟୁଷିତ ରାଜ୍ୟଙ୍କ ସହ ଡିଜିଙ୍କ ବୈଠକ
ଭୁବନେଶ୍ୱର ୦୧।୦୪: ନିର୍ବାଚନ ୨୦୨୪ । ଓଡ଼ିଶା ପୋଲିସର ନିର୍ବାଚନ ପ୍ରସ୍ତୁତି ନେଇ ପୋଲିସ DGP ଅରୁଣ କୁମାର ଷଡଙ୍ଗୀଙ୍କ ପ୍ରତିକ୍ରିୟା। ନକ୍ସଲ ଅଧ୍ୟୁଷିତ ରାଜ୍ୟଙ୍କ ସହ DG ସ୍ତରୀୟ ବୈଠକ ଚାଲୁଛି। ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗରେ DG ସ୍ତରୀୟ, ରେଞ୍ଜ ଏସପି ସ୍ତରୀୟ ବୈଠକ ହୋଇସାରିଛି। ଆଜି ପଶ୍ଚିମବଙ୍ଗ DGଙ୍କ ସହ ଆଜି ବୈଠକ ହେବ।ସେହିପରି ବିଶେଷ କରି ନକ୍ସଲ ଅଧ୍ୟୁଷିତ ରାଜ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ହୋଇପାରିବ ସେ ନେଇ ହୋଇଛି ଆଲୋଚନା। ସୀମାକୁ ଲାଗିଥିବା ରାଜ୍ୟ ସହ ଜଏଣ୍ଟ ଅପରେସନ ଚାଲିଛି। କଳା ଟଙ୍କା, ବେଆଇନ ଅସ୍ତ୍ର ଶସ୍ତ୍ର ଚୋରା ଚାଲାଣ, ମାଦକ ଦ୍ରବ୍ୟ ଚାଲାଣ ଉପହାର ବଣ୍ଟନ ଉପରେ ନଜର ରହିଛି।
ଭୁବନେଶ୍ୱର ୦୧।୦୪: ନିର୍ବାଚନ ୨୦୨୪ । ଓଡ଼ିଶା ପୋଲିସର ନିର୍ବାଚନ ପ୍ରସ୍ତୁତି ନେଇ ପୋଲିସ DGP ଅରୁଣ କୁମାର ଷଡଙ୍ଗୀଙ୍କ ପ୍ରତିକ୍ରିୟା। ନକ୍ସଲ ଅଧ୍ୟୁଷିତ ରାଜ୍ୟଙ୍କ ସହ DG ସ୍ତରୀୟ ବୈଠକ ଚାଲୁଛି। ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗରେ DG ସ୍ତରୀୟ, ରେଞ୍ଜ ଏସପି ସ୍ତରୀୟ ବୈଠକ ହୋଇସାରିଛି। ଆଜି ପଶ୍ଚିମବଙ୍ଗ DGଙ୍କ ସହ ଆଜି ବୈଠକ ହେବ।
ସେହିପରି ବିଶେଷ କରି ନକ୍ସଲ ଅଧ୍ୟୁଷିତ ରାଜ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ହୋଇପାରିବ ସେ ନେଇ ହୋଇଛି ଆଲୋଚନା। ସୀମାକୁ ଲାଗିଥିବା ରାଜ୍ୟ ସହ ଜଏଣ୍ଟ ଅପରେସନ ଚାଲିଛି। କଳା ଟଙ୍କା, ବେଆଇନ ଅସ୍ତ୍ର ଶସ୍ତ୍ର ଚୋରା ଚାଲାଣ, ମାଦକ ଦ୍ରବ୍ୟ ଚାଲାଣ ଉପହାର ବଣ୍ଟନ ଉପରେ ନଜର ରହିଛି।