ଓଡ଼ିଶାର ବିକାଶ ପାଇଁ ଏବେ ଡବଲ୍‌ ଇଞ୍ଜିନ ସରକାର ଦରକାର : ହେମା ମାଳିନୀ

ଭୁବନେଶ୍ବର ୧୭।୫: ଭୁବନେଶ୍ବରରେ ପହଞ୍ଚିଲେ ଡ୍ରିମ୍ ଗାର୍ଲ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ ଷ୍ଟାର ପ୍ରଚାରକ ହେମା ମାଳିନୀ । ଭୁବନେଶ୍ବର, କଟକ ଓ ପିପିଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ହେମା ପ୍ରଚାର କରିବେ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ହେମା ମାଳିନୀ । ସେ କହିଛନ୍ତି, ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି । ଓଡ଼ିଶାରେ ବିର୍ତ୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି । ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ ସରକାର ଦରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି । ଏଠି ବିଜେପି ସରକାର କରିବ ବୋଲି ହେମା କହିଛନ୍ତି ।You Can Read :ବୃଦ୍ଧଙ୍କୁ ଶୁଣ୍ଢରେ କଚାଡି ମାରିଲା କୁଳଡିହା ହାତୀ, ଗାଁ ପଡିଆରେ ବୁଲୁଥିବାବେଳେ ଆକ୍ରମଣ

ଓଡ଼ିଶାର ବିକାଶ ପାଇଁ ଏବେ ଡବଲ୍‌ ଇଞ୍ଜିନ ସରକାର ଦରକାର : ହେମା ମାଳିନୀ

ଭୁବନେଶ୍ବର ୧୭।୫: ଭୁବନେଶ୍ବରରେ ପହଞ୍ଚିଲେ ଡ୍ରିମ୍ ଗାର୍ଲ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ ଷ୍ଟାର ପ୍ରଚାରକ ହେମା ମାଳିନୀ । ଭୁବନେଶ୍ବର, କଟକ ଓ ପିପିଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ହେମା ପ୍ରଚାର କରିବେ । 

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ହେମା ମାଳିନୀ । ସେ କହିଛନ୍ତି, ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି । ଓଡ଼ିଶାରେ ବିର୍ତ୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି । ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ ସରକାର ଦରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି । ଏଠି ବିଜେପି ସରକାର କରିବ ବୋଲି ହେମା କହିଛନ୍ତି ।

You Can Read :

ବୃଦ୍ଧଙ୍କୁ ଶୁଣ୍ଢରେ କଚାଡି ମାରିଲା କୁଳଡିହା ହାତୀ, ଗାଁ ପଡିଆରେ ବୁଲୁଥିବାବେଳେ ଆକ୍ରମଣ