ଓଡ଼ିଶାରୁ କୌଣସି ମୁସଲମାନଙ୍କୁ ବିଦା କରିବାର ପ୍ରକ୍ରିୟା କରାଯାଇନାହିଁ : ଆଇନ ମନ୍ତ୍ରୀ

ଭୁବନେଶ୍ବର ୪।୫: ଟିଏମ୍‌ସି ସାଂସଦ ୟୁସୁଫ ପଠାନଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ କୌଣସି ମୁସଲମାନଙ୍କୁ ବିଦା କରିବାର ପ୍ରକ୍ରିୟା କରାଯାଇନାହିଁ । ପାକିସ୍ତାନୀ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବିଦା କରାଯିବ । ଜନମାନସରେ ଆନ୍ଦୋଳନ ହେଲା ଭଳିଆ ସ୍ଥିତି ଆସିଲାଣି । ଜନମାନସରେ ଜନ ଆନ୍ଦୋଳନ ସହିତ ସରକାର ବି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଅନୁପ୍ରବେଶକାରୀଙ୍କୁ ହଟେଇବାରେ କୌଣସି ଅନୈତିକ କଥା ନୁହେଁ କି ଭୁଲ କଥା ନାହିଁ । ସେମାନେ ଭାରତ ନାଗରିକ ନୁହନ୍ତି ତାଙ୍କୁ ବିଦା କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । You Can Read:ସେବାୟତ ମାନେ ଅତିଥି ଭାବେ ଯାଇ ପାରିବେ କିନ୍ତୁ ଅନ୍ୟ କେଉଁଠି ସେବା ପୂଜା କରିବା ଭୁଲ କଥା : ଆଇନ ମନ୍ତ୍ରୀ

ଓଡ଼ିଶାରୁ କୌଣସି ମୁସଲମାନଙ୍କୁ ବିଦା କରିବାର ପ୍ରକ୍ରିୟା କରାଯାଇନାହିଁ : ଆଇନ ମନ୍ତ୍ରୀ

ଭୁବନେଶ୍ବର ୪।୫: ଟିଏମ୍‌ସି ସାଂସଦ ୟୁସୁଫ ପଠାନଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ କୌଣସି ମୁସଲମାନଙ୍କୁ ବିଦା କରିବାର ପ୍ରକ୍ରିୟା କରାଯାଇନାହିଁ । ପାକିସ୍ତାନୀ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବିଦା କରାଯିବ । ଜନମାନସରେ ଆନ୍ଦୋଳନ ହେଲା ଭଳିଆ ସ୍ଥିତି ଆସିଲାଣି । ଜନମାନସରେ ଜନ ଆନ୍ଦୋଳନ ସହିତ ସରକାର ବି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଅନୁପ୍ରବେଶକାରୀଙ୍କୁ ହଟେଇବାରେ କୌଣସି ଅନୈତିକ କଥା ନୁହେଁ କି ଭୁଲ କଥା ନାହିଁ । ସେମାନେ ଭାରତ ନାଗରିକ ନୁହନ୍ତି ତାଙ୍କୁ ବିଦା କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । 

You Can Read:

ସେବାୟତ ମାନେ ଅତିଥି ଭାବେ ଯାଇ ପାରିବେ କିନ୍ତୁ ଅନ୍ୟ କେଉଁଠି ସେବା ପୂଜା କରିବା ଭୁଲ କଥା : ଆଇନ ମନ୍ତ୍ରୀ