ଓଡ଼ିଶାରେ ରାହୁଲ୍ ଗାନ୍ଧୀ, ବଲାଙ୍ଗୀର ବିଶାଳ ଜନସଭାକୁ କରିବେ ସମ୍ୱୋଧନ

ଭୁବନେଶ୍ୱର ୧୫/୦୫: ଦିନିକିଆ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ । ପ୍ରଥମେ ଝାରସୁଗୁଡାରେ ପହଞ୍ଚିଥିଲେ ରାହୁଲ । ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତି ରାହୁଲ । ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଦେବେ ଯୋଗ । ଦିନ ୧୧ଟା ୪୫ରୁ ୧୨ଟା ୪୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ସେପଟେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ପ୍ରବଳ ଉତ୍ସାହିତ ଅଛନ୍ତି ।

ଓଡ଼ିଶାରେ ରାହୁଲ୍ ଗାନ୍ଧୀ, ବଲାଙ୍ଗୀର ବିଶାଳ ଜନସଭାକୁ କରିବେ ସମ୍ୱୋଧନ

ଭୁବନେଶ୍ୱର ୧୫/୦୫: ଦିନିକିଆ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ । ପ୍ରଥମେ ଝାରସୁଗୁଡାରେ ପହଞ୍ଚିଥିଲେ ରାହୁଲ । ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତି ରାହୁଲ । ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଦେବେ ଯୋଗ । 

ଦିନ ୧୧ଟା ୪୫ରୁ ୧୨ଟା ୪୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ସେପଟେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ପ୍ରବଳ ଉତ୍ସାହିତ ଅଛନ୍ତି ।