ଓଡିଶା ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତିର ନୂତନ କର୍ମକର୍ତ୍ତା
ବ୍ରହ୍ମପୁର:ଆଜି ବ୍ରହ୍ମପୁର ସଂସ୍କୃତି ଭବନରେ ଅନୁଷ୍ଟିତ ଓଡ଼ିଶା ଅଣ ଗଜେଟେଡ କର୍ମଚାରୀ ସମନ୍ବୟ ସମିତିର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଓଡ଼ିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ଵାସ୍ଥ୍ୟ କର୍ମୀ ସଂଘର ସଧାରଣ ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନ ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଓଡ଼ିଶା ଅମଲା ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ନାରାୟଣ ଦାଶ ସଭାପତି ଭାବେ […] The post ଓଡିଶା ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତିର ନୂତନ କର୍ମକର୍ତ୍ତା appeared first on Odisha.News.

ବ୍ରହ୍ମପୁର:ଆଜି ବ୍ରହ୍ମପୁର ସଂସ୍କୃତି ଭବନରେ ଅନୁଷ୍ଟିତ ଓଡ଼ିଶା ଅଣ ଗଜେଟେଡ କର୍ମଚାରୀ ସମନ୍ବୟ ସମିତିର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଓଡ଼ିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ଵାସ୍ଥ୍ୟ କର୍ମୀ ସଂଘର ସଧାରଣ ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନ ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଓଡ଼ିଶା ଅମଲା ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ନାରାୟଣ ଦାଶ ସଭାପତି ଭାବେ ଜ୍ଞାନ ରଞ୍ଜନ ଦାସ କାର୍ଯକାରୀ ସଭାପତି ଓ ସୁନନ୍ଦ କନୁନୁଗୋ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
The post ଓଡିଶା ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତିର ନୂତନ କର୍ମକର୍ତ୍ତା appeared first on Odisha.News.