ଓଡିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବ ବିଜେପି; ବିଜୟ ପରେ ପିଏମ୍ ମୋଦୀ
ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି ଥରେ ସରକାର ଗଢିବାକୁ ଯାଉଛି । ଏହାସହ ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ନିଜ ବଳରେ ସରକାର ଗଢିବାକୁ ଯାଉଛି । ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ୭୮ ଆସନ ଜିତୁଥିବା ଜଣାପଡ଼ୁଛି । ଏହି ବିଜୟରେ ଦଳର ସମସ୍ତ ନେତା, କର୍ମୀ ଖୁସି ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଟ୍ୱିଟ୍ କରି ଏଥିପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।Thank you Odisha! It’s a resounding victory for good governance and celebrating Odisha’s unique culture.BJP will leave no stone unturned in fulfilling the dreams of people and taking Odisha to new heights of progress.I am very proud of all our hardworking Party Karyakartas…— Narendra Modi (@narendramodi) June 4, 2024ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଧନ୍ୟବାଦ ଓଡ଼ିଶା ! ଏହି ବିଜୟ ସୁଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବାର ବିଜୟ । ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ଓଡିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବାରେ ବିଜେପି କୌଣସି ଉଦ୍ୟମ ଛାଡିବ ନାହିଁ । ଆମର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପାଇଁ ମୁଁ ଅତ୍ୟଧିକ ଗର୍ବିତ ।‘
ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି ଥରେ ସରକାର ଗଢିବାକୁ ଯାଉଛି । ଏହାସହ ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ନିଜ ବଳରେ ସରକାର ଗଢିବାକୁ ଯାଉଛି । ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ୭୮ ଆସନ ଜିତୁଥିବା ଜଣାପଡ଼ୁଛି । ଏହି ବିଜୟରେ ଦଳର ସମସ୍ତ ନେତା, କର୍ମୀ ଖୁସି ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଟ୍ୱିଟ୍ କରି ଏଥିପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
Thank you Odisha! It’s a resounding victory for good governance and celebrating Odisha’s unique culture.
BJP will leave no stone unturned in fulfilling the dreams of people and taking Odisha to new heights of progress.
I am very proud of all our hardworking Party Karyakartas…— Narendra Modi (@narendramodi) June 4, 2024
ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଧନ୍ୟବାଦ ଓଡ଼ିଶା ! ଏହି ବିଜୟ ସୁଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବାର ବିଜୟ । ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ଓଡିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବାରେ ବିଜେପି କୌଣସି ଉଦ୍ୟମ ଛାଡିବ ନାହିଁ । ଆମର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପାଇଁ ମୁଁ ଅତ୍ୟଧିକ ଗର୍ବିତ ।‘