ଓଭରବ୍ରିଜ୍‌ରେ ଝୁଲି ରହିଛି 'ଲକ୍ଷ୍ମୀ' ବସ୍‌, ବଡ଼ ଅଘଟଣରୁ ଟଳିଲା ବିପଦ

ବାଲେଶ୍ୱର: ଫାଣ୍ଡି ଛକ ଓଭର ବ୍ରିଜ୍‌ରେ 'ଲକ୍ଷ୍ମୀ' ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବ୍ରିଜ୍‌ ସାଇଡ୍ ୱାଲ୍‌କୁ ଧକ୍କା ଦେଇ ତଳକୁ ବସ୍ ଝୁଲି ରହିଛି। ବସ୍‌ରେ କେହି ଯାତ୍ରୀ ନଥିବାରୁ ବଡ଼ ଅଘଟଣ ଟଳିଛି। ସେପଟେ ବସ୍‌କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।