ଓମ ବିର୍ଲା ବାଚସ୍ପତି ହେବା ପରେ ଜାଣନ୍ତୁ କ’ଣ କହିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୬: ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା। ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ୧୮ ତମ ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ଏହି ସମୟରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ଲୋକ ସଭା ବାଚସ୍ପତି ଭାବରେ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ କହିଛନ୍ତି, ସରକାରଙ୍କ ପାଖରେ ସଂଖ୍ୟା ରହିଛିି, କିନ୍ତୁ ବିରୋଧୀ ମଧ୍ୟ ଭାରତର ଲୋକଙ୍କ ସ୍ବର। ରାହୁଲ କହିଛନ୍ତି, ଗୃହରେ ବିରୋଧୀଙ୍କ […] The post ଓମ ବିର୍ଲା ବାଚସ୍ପତି ହେବା ପରେ ଜାଣନ୍ତୁ କ’ଣ କହିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ appeared first on Dharitri Odia News.

ଓମ ବିର୍ଲା ବାଚସ୍ପତି ହେବା ପରେ ଜାଣନ୍ତୁ କ’ଣ କହିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୬: ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା। ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ୧୮ ତମ ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ଏହି ସମୟରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ଲୋକ ସଭା ବାଚସ୍ପତି ଭାବରେ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ କହିଛନ୍ତି, ସରକାରଙ୍କ ପାଖରେ ସଂଖ୍ୟା ରହିଛିି, କିନ୍ତୁ ବିରୋଧୀ ମଧ୍ୟ ଭାରତର ଲୋକଙ୍କ ସ୍ବର। ରାହୁଲ କହିଛନ୍ତି, ଗୃହରେ ବିରୋଧୀଙ୍କ ସ୍ବରକୁ ମଧ୍ୟ ଉଠାଇବାକୁ ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅନ୍ୟପଟେ ଏସପି ସଭାପତି ଅଖିଳେଶ ଯାଦବ ମଧ୍ୟ ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ସମୟରେ ଅଖିଳେଶ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣ ବିରୋଧୀ ଦଳଙ୍କ ଉପରେ ସର୍ବଦା ନିୟନ୍ତ୍ରଣ ରଖିଛନ୍ତି, କିନ୍ତୁ ଆମେ ଆଶା କରୁଛୁ ଶାସକ ଦଳର ଏମ୍‌ପିଙ୍କ ଉପରେ ମଧ୍ୟ ଆପଣଙ୍କର ନିୟନ୍ତ୍ରଣ ରହିବ।

The post ଓମ ବିର୍ଲା ବାଚସ୍ପତି ହେବା ପରେ ଜାଣନ୍ତୁ କ’ଣ କହିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ appeared first on Dharitri Odia News.