ଭୁବନେଶ୍ୱରରେ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ

ଭୁବନେଶ୍ୱର : ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ (ଓଡମା)ର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡମାର ରାଜ୍ୟ ସଭାପତି ତୁଷାର ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ନିହାର ରଂଜନ ପଣ୍ଡା, ସମାଜସେବୀ ଡ. ବିଶ୍ୱନାଥ ପଟ୍ଟନାୟକ, ସାମ୍ବାଦିକ ଭାଗବତ ତ୍ରିପାଠୀ, ଅକ୍ଷୟ ସାହୁ, ମନୋଜ ଦାସ, ଓଡମାର ଉପସଭାପତି ସୁକାନ୍ତ କୁମାର ମହାନ୍ତି, ଟ୍ରେଜରର ନନ୍ଦିତା ପ୍ରିୟଦର୍ଶନୀ ମହାନ୍ତି ଓ ସାଧାରଣ ସମ୍ପାଦକ ସ୍ମରଣିକା ସାହୁ ଯୋଗ ଦେଇ ଅବକ୍ଷୟମୁଖୀ ଗଣମାଧ୍ୟମ ଶୀର୍ଷକ […] The post ଭୁବନେଶ୍ୱରରେ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ appeared first on KNews Odisha.

ଭୁବନେଶ୍ୱରରେ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ

ଭୁବନେଶ୍ୱର : ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ (ଓଡମା)ର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡମାର ରାଜ୍ୟ ସଭାପତି ତୁଷାର ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ନିହାର ରଂଜନ ପଣ୍ଡା, ସମାଜସେବୀ ଡ. ବିଶ୍ୱନାଥ ପଟ୍ଟନାୟକ, ସାମ୍ବାଦିକ ଭାଗବତ ତ୍ରିପାଠୀ, ଅକ୍ଷୟ ସାହୁ, ମନୋଜ ଦାସ, ଓଡମାର ଉପସଭାପତି ସୁକାନ୍ତ କୁମାର ମହାନ୍ତି, ଟ୍ରେଜରର ନନ୍ଦିତା ପ୍ରିୟଦର୍ଶନୀ ମହାନ୍ତି ଓ ସାଧାରଣ ସମ୍ପାଦକ ସ୍ମରଣିକା ସାହୁ ଯୋଗ ଦେଇ ଅବକ୍ଷୟମୁଖୀ ଗଣମାଧ୍ୟମ ଶୀର୍ଷକ ଆଲୋଚନା ଉପରେ ନିଜର ମତବ୍ୟକ୍ତ କରିଥିଲେ ।

odma

ସଂଘର ପରବର୍ତ୍ତୀ କାର୍ଯ୍ୟକ୍ରମ ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଓଡମାର ବିଭିନ୍ନ ଜିଲ୍ଲା ସଭାପତି ଓ କର୍ମକର୍ତ୍ତା ରାଜେନ୍ଦ୍ର ପଣ୍ଡା, ନୀଳମଣି ସାହୁ, ବିନାୟକ ମିଶ୍ର ପ୍ରମୁଖଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

The post ଭୁବନେଶ୍ୱରରେ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ appeared first on KNews Odisha.