ଓଲଟିଲା ଓଏସ୍ଆର୍ଟିସି ଯାତ୍ରୀବାହୀ ବସ୍: ୨ ମୃତ ୪୫ ଆହତ
ଅନୁଗୋଳ,୨୬।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ତାଳଚେର ଗହମଗ୍ରାମ ଆମ୍ଭତୋଟା ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନ୍ଦୁଝରରୁ ଅନୁଗୋଳ ଆସୁଥିବା ଏକ ଓଏସ୍ଆର୍ଟିସି ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ଜଣ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ୧୭ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍ରେ ୪୭ଜଣ ଯାତ୍ରୀ ଥିଲେ। The post ଓଲଟିଲା ଓଏସ୍ଆର୍ଟିସି ଯାତ୍ରୀବାହୀ ବସ୍: ୨ ମୃତ ୪୫ ଆହତ appeared first on Dharitri Odia News.
ଅନୁଗୋଳ,୨୬।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ତାଳଚେର ଗହମଗ୍ରାମ ଆମ୍ଭତୋଟା ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନ୍ଦୁଝରରୁ ଅନୁଗୋଳ ଆସୁଥିବା ଏକ ଓଏସ୍ଆର୍ଟିସି ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି।
ଦୁର୍ଘଟଣାରେ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ଜଣ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ୧୭ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍ରେ ୪୭ଜଣ ଯାତ୍ରୀ ଥିଲେ।
The post ଓଲଟିଲା ଓଏସ୍ଆର୍ଟିସି ଯାତ୍ରୀବାହୀ ବସ୍: ୨ ମୃତ ୪୫ ଆହତ appeared first on Dharitri Odia News.