ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି ବୋଝେଇ ଗାଡ଼ି ଓଲଟି ପଡ଼ିଛି। ଦୁର୍ଘଟଣାରୁ ଗାଡ଼ି ଚାଳକ ଓ ୩ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି। ତାରାତାରିଣୀ କନଷ୍ଟ୍ରକସନର ଏକ ମାଲବାହୀ ଗାଡି ନଂ.(ଓଡ଼ି ଠ୭ଏଫ ୭୧୫୧)ରେ ହିଟାଚି ମେସିନ ବୋଝେଇ ହୋଇ ଗଜପତି ଜିଲା ଚନ୍ଦ୍ରଗିରିଠାରୁ କନ୍ଧମାଳ ଜିଲା ବାଲିଗୁଡ଼ା ନିକଟ ମହାସିଙ୍ଗି ଅଭିମୁଖେ ଯାଉଥିଲା। The post ଓଲଟିଲା ହିଟାଚି ବୋଝେଇ ଗାଡ଼ି appeared first on Dharitri Odia News.

ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି ବୋଝେଇ ଗାଡ଼ି ଓଲଟି ପଡ଼ିଛି। ଦୁର୍ଘଟଣାରୁ ଗାଡ଼ି ଚାଳକ ଓ ୩ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି। ତାରାତାରିଣୀ କନଷ୍ଟ୍ରକସନର ଏକ ମାଲବାହୀ ଗାଡି ନଂ.(ଓଡ଼ି ଠ୭ଏଫ ୭୧୫୧)ରେ ହିଟାଚି ମେସିନ ବୋଝେଇ ହୋଇ ଗଜପତି ଜିଲା ଚନ୍ଦ୍ରଗିରିଠାରୁ କନ୍ଧମାଳ ଜିଲା ବାଲିଗୁଡ଼ା ନିକଟ ମହାସିଙ୍ଗି ଅଭିମୁଖେ ଯାଉଥିଲା।

The post ଓଲଟିଲା ହିଟାଚି ବୋଝେଇ ଗାଡ଼ି appeared first on Dharitri Odia News.